Home Bibles ☰ Books ଯିଶାଇୟ 19:8 · ଓଡ଼ିଆ ବାଇବେଲ
ଯିଶାଇୟ 19:8 · ଓଡ଼ିଆ ବାଇବେଲ

ଯେଉଁ କବୈର୍ତ୍ତମାନେ ବନଶୀ ସାହାୟ୍ଯ ରେ ନୀଳନଦୀରୁ ମାଛ ଧରୁଥିଲେ, ସମାନେେ ଦୁଃଖିତ ହବେେ ଓ କାନ୍ଦିବା ଆରମ୍ଭ କରିବେ। ଯେଉଁମାନେ ବନିଶୀ ପକାଇ ନୀଳନଦୀରୁ ମାଛ ଧରୁଥିଲେ, ବିଳାପ କରିବେ। ଯେଉଁମାନେ ପାଣି ରେ ଜାଲ ପକାଉଥିଲେ ହତାଶ ହବେ। ସମାନଙ୍କେର ଜୀବିକା ପାଇଁ ନୀଳନଦୀ ଉପ ରେ ନିର୍ଭର କରୁଥିଲେ। କିନ୍ତୁ ସେ ଶୁଖିୟିବ।

Cross references

ଯାତ୍ରା ପୁସ୍ତକ 7:21

ନଦୀର ମତ୍ସ୍ଯମାନେ ମଲେ ଏବଂ ନଦୀର ଜଳ ଦୁର୍ଗନ୍ଧ ୟୁକ୍ତ ହେଲା। ତେଣୁ ମିଶରବାସୀ ଆଉ ନୀଳନଦୀରୁ ଜଳପାନ କରିପାରି ନଥିଲେ। ମିଶରର ସବୁଆଡେ ଜଳଭାଗ ରକ୍ତ ରେ ପରିଣତ ହାଇଗେଲା।

ଗଣନା ପୁସ୍ତକ 11:5

ଆମ୍ଭେ ମାନେ ମିଶର ଦେଶ ରେ ବିନା ମୂଲ୍ଯ ରେ ଯେଉଁ ମାଛ ଖାଉଥିଲୁ, ତାହା ମନେ ପଡେ। ଆମ୍ଭମାନଙ୍କର ମଧ୍ଯ ଉତ୍ତମ ପନିପରିବା ଯଥା: କାକୁଡି, ତରଭୁଜ, ପିଆଜ ଓ ରସୁଣ କଥା ମନେ ପଡେ।

ଯିହିଜିକଲ 47:10

ଏବଂ ତୁମ୍ଭେ ତାହା ନିକଟରେ ମତ୍ସ୍ଯଧରାଳି ଠିଆ ହାଇେଥିବାର ଦେଖିପାରିବ। ଐନଗଦୀଠାରୁ ଐନଇଗ୍ଲଇମ୍ ପର୍ୟ୍ଯନ୍ତ ଜାଲ ପକାଇବାର ସ୍ଥାନ ହବେ। ସଠାେ ରେ ବିଭିନ୍ନ ଜାତିର ଓ ବିଭିନ୍ନ ପ୍ରକାରର ମାଛ ଧରିବା ପାଇଁ ଜାଲ ପକାଇବେ। ଏବଂ ଏହାର ମାଛସବୁ ଭୂମଧ୍ଯ ସାଗରର ମାଛ ପରି ଅନକେ ପ୍ରକାର ହବେେ।

ହବକକୂକ 1:15

ଶତୃ ଆଙ୍କୁଡି ଓ ଜାଲ ସାହାୟ୍ଯ ରେ ସମାନଙ୍କେୁ ଧ ରେ। ସମାନେେ ସମାନଙ୍କେୁ ଜାଲ ରେ ଧରି ଖୁସି ହୁଅନ୍ତି।

ହବକକୂକ 1:17

ଏ ନିମନ୍ତେ ସେ କି ଆପଣା ଜାଲ ଖାଲି କରୁଥିବ ଓ ସେ କ'ଣ ରାଜ୍ଯକୁ ଦୟା ନ ଦଖାଇେ ଧ୍ବଂସ ସାଧନ କରି ଗ୍ଭଲିଥିବ?

Interlinear

Choose Theme