Home Bibles ହୋଶେୟ 5:6 · ଓଡ଼ିଆ ବାଇବେଲ
ହୋଶେୟ 5:6 · ଓଡ଼ିଆ ବାଇବେଲ

ସହେି ଲୋକମାନଙ୍କର ନେତାମାନେ ସଦାପ୍ରଭୁଙ୍କ ଅନ୍ବଷେଣ ରେ ଗଲେ। ସମାନେେ ସମାନଙ୍କେ ସହିତ ' ମଷେ' ଓ 'ଗାଈମାନଙ୍କୁ' ନେଲେ। କିନ୍ତୁ ସଦାପ୍ରଭୁଙ୍କୁ ସମାନେେ ପାଇଲେ ନାହିଁ। କାହିଁକି ପାଇଲେ ନାହିଁ? କାରଣ ସଦାପ୍ରଭୁ ସମାନଙ୍କେୁ ପରିତ୍ଯାଗ କରିଥିଲେ।

Cross references

ଯାତ୍ରା ପୁସ୍ତକ 10:9

ମାଶାେ ଉତ୍ତର ଦେଲେ, ଆମ୍ଭର ସମସ୍ତ ଲୋକ ଏପରିକି ଆବାଳବୃଦ୍ଧବନିତା ଏବଂ ଆମ୍ଭମାନଙ୍କର ମେଣ୍ଢା ଓ ଗୋରୁ-ଗାଈମାନେ ମଧ୍ଯ ଯିବେ। ଆମ୍ଭମାନେେ ସମସ୍ତେ ୟିବୁ କାରଣ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ରେ ଉତ୍ସବ ହବେ।

ଯାତ୍ରା ପୁସ୍ତକ 10:24

ପୁନ୍ନରାଯ ଫାରୋ ମାଶାଙ୍କେୁ ଡାକିଲେ ଏବଂ କହିଲେ, ୟାଅ ସଦାପ୍ରଭୁଙ୍କର ଉପାସନା କର! ତୁମ୍ଭେ ତୁମ୍ଭର ପୁତ୍ରକନ୍ଯାମାନଙ୍କୁ ସାଙ୍ଗ ରେ ନଇୟୋଅ। କିନ୍ତୁ ତୁମ୍ଭର ମଷଗେୁଡିକୁ ଓ ଗୋରୁଗାଈଗୁଡିକ ନିଅ ନାହିଁ।

ହିତୋପଦେଶ 1:28

ଯେତବେେଳେ ଏହିସବୁ ଘଟିବ, ତୁମ୍ଭମାନେେ ମାରେ ସାହାୟ୍ଯ ଲୋଡ଼ିବ। କିନ୍ତୁ ମୁଁ ତୁମ୍ଭକୁ ସାହାୟ୍ଯ କରିବି ନାହିଁ। ତୁମ୍ଭମାନେ ମାେତେ ଖାଜେିବ। କିନ୍ତୁ ତୁମ୍ଭମାନେେ ମାେତେ ପାଇବ ନାହିଁ।

ହିତୋପଦେଶ 15:8

ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।

ହିତୋପଦେଶ 21:27

ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷଯ, ମାତ୍ର ସେ କୁଅଭିପ୍ରାଯ ରେ ତାହା କଲେ ବହୁତ ଘୃଣିତ ହୁଏ।

ପରମଗୀତ 5:6

ମୁଁ ଆପଣା ପ୍ରିଯତମଙ୍କ ପାଇଁ ଦ୍ବାର ଫିଟାଇଲି। ମାତ୍ର ମାହେର ପ୍ରିଯତମ ସେ ସ୍ଥାନରୁ ଚାଲି ୟାଇଥିଲେ। ମାରେ ଆତ୍ମା ମାେତେ ଛାଡ଼ିଗଲା, ଯେତବେେଳେ ସେ କହିଲେ। ମୁଁ ତାହାଙ୍କୁ ଖାଜେିଲି ମାତ୍ର ପାଇଲି ନାହିଁ। ମୁଁ ତାହାଙ୍କୁ ଡ଼ାକିଲି, ମାତ୍ର ସେ ମାେତେ ଉତ୍ତର ଦେଲେ ନାହିଁ।

ଯିଶାଇୟ 1:11

ପରମେଶ୍ବର କୁହନ୍ତି, ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ। ମୁଁ ମଷେର ଓ ହୃଷ୍ଟପୃଷ୍ଟ ଗୋରୁଗାଈର ମଦରେ ହାମବେଳି ପ୍ରତି ବିତୃଷ୍ଣା ହାଇେ ୟାଇଛି। ମୁଁ ଆଉ ଷଣ୍ଢ ମଷେ ଓ ଛାଗମାନଙ୍କର ରକ୍ତ ଚା ହେଁ ନାହିଁ।

ଯିଶାଇୟ 66:3

ଯେ ଗୋବଧ କରେ ସେ ନରହତ୍ଯାକାରୀ ପରି ହୁଏ, ଯେ ମଷେଶାବକ ବଳିଦାନ କରେ ଯେ କୁକୁରର ବକେ କାଟିଲା ଲୋକପରି ହୁଏ, ଯେ ନବୈେଦ୍ଯ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ, ଯେ ସୁବାସିତ ଧୂପ ଜଳାଏ, ସେ ଦବେତାର ଧନ୍ଯବାଦ କରିବା ଲୋକପରି ହୁଏ। ସମାନେେ ନିଜ ନିଜ ପଥ ମନୋନୀତ କରିଅଛନ୍ତି। ସମାନଙ୍କେର ଆତ୍ମା ନିଜର ଘୃଣା ଯୋଗ୍ଯ ବିଷଯ ରେ ସନ୍ତୁଷ୍ଟ ହୁଏ।

ଯିରିମିୟ 7:4

ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କ ନାମ ରେ ମିଥ୍ଯା କହୁଥିବା ଲୋକମାନଙ୍କୁ ବିଶ୍ବାସ କର ନାହିଁ।

ଯିରିମିୟ 11:11

ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ସମାନଙ୍କେ ପ୍ରତି ଅମଙ୍ଗଳ ଘଟାଇବା। ସମାନେେ ସେଥିରୁ ରକ୍ଷା ପାଇପାରିବେ ନାହିଁ। ସମାନେେ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କଲେ ମଧ୍ଯ ଆମ୍ଭେ ସମାନଙ୍କେର କଥା ଶୁଣିବା ନାହିଁ।

ଯିରିମିୟଙ୍କ ବିଳାପ 3:44

ଆମ୍ଭମାନଙ୍କର ପ୍ରାର୍ଥନା ଯେପରି ଭଦକରେି ତୁମ୍ଭ ନିକଟକୁ ୟାଇ ନ ପାରିବ, ସେଥିପାଇଁ ତୁମ୍ଭେ ନିଜକୁ ମେଘ ରେ ଆଚ୍ଛନ୍ନ କରିଅଛ।

ଯିହିଜିକଲ 8:6

ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଦେଖ, ସମାନେେ କ'ଣ କରୁଛନ୍ତି ? ଆମ୍ଭେ ଯେପରି ଆପଣା ମନ୍ଦିର ଅଗଣାରୁ ଦୂ ରଇେ ୟିବା ପାଇଁ ଇସ୍ରାଯଲରେ ଉତ୍ତରାଧିକାରୀଗଣ ଏଠା ରେ ମହା ଘୃଣ୍ଯକର୍ମ କରୁଅଛନ୍ତି। ମାତ୍ର ଏହାପ ରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣ୍ଯକର୍ମ ଦେଖିବ।

ଯିହିଜିକଲ 8:18

ଏଣୁ ଆମ୍ଭେ ସମାନଙ୍କେ ବିଷଯ ରେ ଆମ୍ଭର କୋରଧଭାବ ଦଖାଇବୋ। ଆମ୍ଭେ ସମାନଙ୍କେୁ ଅନୁକମ୍ପା କରିବା ନାହିଁ କି ଦୟା ଦଖାଇବୋ ନାହିଁ। ଏବଂ ଏପରିକି ଯଦି ସମାନେେ ଆମ୍ଭ କର୍ଣ୍ଣ ପାଖ ରେ ଉଚ୍ଚ ସ୍ବର ରେ ଡ଼ାକନ୍ତି, ତଥାପି ଆମ୍ଭେ ସମାନଙ୍କେ କଥା ଶୁଣିବା ନାହିଁ।

ହୋଶେୟ 8:13

ଇଶ୍ରାୟେଲୀୟମାନେ ବଳିଦାନକୁ ଭଲ ପାଆନ୍ତି। ସେ ମାଂସ ଅର୍ପଣ କରି ତାକୁ ଭକ୍ଷଣ କରନ୍ତି। ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଗ୍ରହଣ କରନ୍ତି ନାହିଁ। ସେ ସମାନଙ୍କେର ପାପକୁ ମନେ ରଖନ୍ତି। ଏଥିପାଇଁ ସେ ସମାନଙ୍କେୁ ଦଣ୍ତ ଦବେେ ଏବଂ ସମାନେେ ବନ୍ଦୀ ଭାବରେ ମିଶରକୁ ପ୍ ରରେିତ ହବେେ।

ଆମୋଷ 5:21

ଆମ୍ଭେ ତୁମ୍ଭମାନଙ୍କର ପର୍ବ ଦିନକୁ ଘୃଣା କରୁ। ଆମ୍ଭେ ମଧ୍ଯ ତୁମ୍ଭମାନଙ୍କ ଧାର୍ମିକ ମହାସଭାକୁ ଗ୍ରହଣ କରୁ ନାହୁଁ।

ଆମୋଷ 8:12

ଲୋକମାନେ ଗୋଟିଏ ସମୁଦ୍ରରୁ ଅନ୍ୟ ଗୋଟିଏ ସମୁଦ୍ର ପର୍ୟ୍ଯନ୍ତ ଏବଂ ଉତ୍ତର ଦିଗରୁ ପୂର୍ବ ଦିଗକୁ ଭ୍ରମଣ କରିବେ। ସମାନେେ ସଦାପ୍ରଭୁଙ୍କର ବାର୍ତ୍ତା ଏଣତେଣେେ ଖାଜେି ବୁଲିବେ, ମାତ୍ର ତାହା ପାଇବେ ନାହିଁ।

ମୀଖା 3:4

ତେଣୁ ତୁମ୍ଭମାନେେ ଯେତବେେଳେ ସଦାପ୍ରଭୁଙ୍କୁ ନିବଦନେ କରିବ, କିନ୍ତୁ ସେ କୌଣସି ଉତ୍ତର ଦବେେ ନାହିଁ। ଆଉ ମଧ୍ଯ ତୁମ୍ଭମାନେେ ଦୁଷ୍କର୍ମ କରିଥିବାରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ମୁହଁ ଲୁଗ୍ଭଇବେ।

ମୀଖା 6:6

ଆମ୍ଭମାନେେ କ'ଣ ଆଣି ସଦାପ୍ରଭୁଙ୍କୁ ଭଟେିବା? କ'ଣ କରି ଆମ୍ଭେ ଉର୍ଦ୍ଧ୍ବସ୍ଥ ପରମେଶ୍ବରଙ୍କୁ ପ୍ରଣାମ କରିବା? କ'ଣ ହାମବେଳି ଓ ଏକବର୍ଷୀଯ ଗୋବତ୍ସ ନଇେ ଆମ୍ଭେ ସଦାପ୍ରଭୁଙ୍କୁ ଭଟେି ଦବୋ?

ଲୂକଲିଖିତ ସୁସମାଚାର 5:16

ଯୀଶୁ କିନ୍ତୁ ପ୍ରାର୍ଥନା କରିବା ପାଇଁ ଅଧିକାଂଶ ସମୟରେ କୌଣସି ନିର୍ଜ୍ଜନ ସ୍ଥାନକୁ ଚାଲି ଯାଉଥିଲେ।

ଯୋହନଲିଖିତ ସୁସମାଚାର 7:34

ତୁମ୍ଭମାନେେ ମାେତେ ଖାଜେିବ, କିନ୍ତୁ ମାେତେ ପାଇବ ନାହିଁ। ଆଉ, ମୁଁ ଯେଉଁଠା ରେ ଥିବି, ସଠାେକୁ ତୁମ୍ଭମାନେେ ଯାଇ ପାରିବନାହିଁ।

Interlinear

Choose Theme