ତା'ର ପିଲାମାନଙ୍କ ଉପ ରେ ଆମ୍ଭର ଦୟା ନାହିଁ କାରଣ ସମାନେେ ଜାରଜ ସନ୍ତାନ।
Cross references
ୟୋରାମ ଯହେୂଙ୍କୁ ଦେଖି ପଚାରିଲେ, ହେ ଯହେୂ, ତୁମ୍ଭେ ଶାନ୍ତର ସହିତ ଆସିଛ ତ?
ଦ୍ରାକ୍ଷାଗଛ ରେ ଡ଼ାଳ ଶୁଷ୍କ ହେଲେ ଭଙ୍ଗାୟିବ। ସ୍ତ୍ରୀ ଲୋକମାନେ ତାକୁ ଜାଳଣେି ରୂପେ ବ୍ଯବହାର କରିବେ।
ସଦାପ୍ରଭୁ ଏହିକଥା କୁହନ୍ତି, ହେ ଇଶ୍ରାୟେଲର ପୁତ୍ରଗଣ, ତୁମ୍ଭମାନେେ ଭାବୁଛ ଆମ୍ଭେ ତୁମ୍ଭର ମାତା ୟିରୁଶାଲମକୁ ତ୍ଯାଗ କରିଅଛୁ। ପ୍ରମାଣ ସ୍ବରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ଯରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରଯ କରିଅଛୁ ? ଏଠା ରେ ଦେଖ, ତୁମ୍ଭମାନେେ ନିଜର ଅପରାଧ ପାଇଁ ବିକ୍ରୀ ହାଇେଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ଯକ୍ତା ହାଇେଥିଲେ।
ହେ ୟାଦୁକାର ଓ ବ୍ଯଭିଚାରିଣୀ ଓ ବ୍ଯଭିଚାରିଣୀର ସନ୍ତାନଗଣ ନିକଟକୁ ଆସ।
ପୁଣି ଆମ୍ଭେ ସମାନଙ୍କେର ଜଣକୁ ଅନ୍ୟ କିଛି ଉପ ରେ କଚାଡ଼ିବା। ଏପରିକି ପିତୃଗଣକୁ ପୁତ୍ରମାନଙ୍କ ଉପ ରେ ଏକ ସଙ୍ଗେ କଚାଡ଼ିବା।' ଏହା ସଦାପ୍ରଭୁ କହନ୍ତି, 'ଆମ୍ଭେ ସମାନଙ୍କେ ପ୍ରତି ଦୟା, ଅନୁକମ୍ପା ଓ କରୁଣା ନ ଦଖାଇେ ସମାନଙ୍କେୁ ବିନଷ୍ଟ କରିବା।'
ତେଣୁ ସଦାପ୍ରଭୁ ଏହି କଥା କହନ୍ତି, ହେ ଯିରିମିୟ, ତୁମ୍ଭେ ମୃତ୍ଯୁ ଶୋକ ପାଳିତ ହେଉଥିବା ଗୃହକୁ ୟାଅ ନାହିଁ। ତୁମ୍ଭେ ସମାନଙ୍କେୁ ବିଳାପ ଓ ଦୁଃଖ ଜଣାଇବାକୁ ୟାଅ ନାହିଁ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭର ଆଶୀର୍ବାଦ, ଆମ୍ଭର ସ୍ନହପେୂର୍ଣ୍ଣ କରୁଣା ଓ ଦୟା କାଢ଼ି ନଇେଛୁ।
ଏଣୁ ଆମ୍ଭେ ସମାନଙ୍କେ ବିଷଯ ରେ ଆମ୍ଭର କୋରଧଭାବ ଦଖାଇବୋ। ଆମ୍ଭେ ସମାନଙ୍କେୁ ଅନୁକମ୍ପା କରିବା ନାହିଁ କି ଦୟା ଦଖାଇବୋ ନାହିଁ। ଏବଂ ଏପରିକି ଯଦି ସମାନେେ ଆମ୍ଭ କର୍ଣ୍ଣ ପାଖ ରେ ଉଚ୍ଚ ସ୍ବର ରେ ଡ଼ାକନ୍ତି, ତଥାପି ଆମ୍ଭେ ସମାନଙ୍କେ କଥା ଶୁଣିବା ନାହିଁ।
ଏଣୁ ମୁଁ କରୁଣା ଦଖାଇବେି ନାହିଁ। ମୁଁ ସମାନଙ୍କେୁ ଅନୁକମ୍ପା କରିବି ନାହିଁ। ମୁଁ ସମାନଙ୍କେର କର୍ମର ପ୍ରତିଫଳ ସମାନଙ୍କେ ମସ୍ତକକୁ ଆଣିବି।
ସଦାପ୍ରଭୁଙ୍କର ହାେେଶୟ ପ୍ରତି ଏହା ଥିଲା ପ୍ରଥମ ବାର୍ତ୍ତା। ସଦାପ୍ରଭୁ କହିଲେ, ୟାଅ, ଏକ ଗଣିକାକୁ ବିବାହ କର, ଯାହାଫଳ ରେ ବେଶ୍ଯାର ପୁତ୍ର ଜନ୍ମ ହବେ। କାହିଁକି? କାରଣ ଏହି ଦେଶର ଲୋକମାନେ ଗଣିକା ପରି କାର୍ୟ୍ଯ କରିଛନ୍ତି। ସଦାପ୍ରଭୁଙ୍କଠା ରେ ଅବିଶ୍ବସ୍ତ ହାଇେଛନ୍ତି।
ତା'ପ ରେ ଗୋମର ପୁନର୍ବାର ଗର୍ଭବତୀ ହେଲେ ଓ ଏକ କନ୍ଯା ସନ୍ତାନ ଜନ୍ମ ଦେଲେ। ସଦାପ୍ରଭୁ ହାେେଶୟକୁ କହିଲେ, ତା'ର ନାମ ଲୋ- ରୁହାମା ଦିଅ। କାହିଁକି? କାରଣ ଆମ୍ଭେ ଏଣିକି ଇଶ୍ରାୟେଲ ଜାତିକୁ ଆଉ ଦୟା ଦଖାଇବୋ ନାହିଁ। ଆମ୍ଭେ ସମାନଙ୍କେୁ କ୍ଷମା ଦବୋ ନାହିଁ।
ତା'ପ ରେ ସଦାପ୍ରଭୁଙ୍କ ସ୍ବର୍ଗଦୂତ କହିଲେ, ହେ ସର୍ବଶକ୍ତିମାନ ସଦାପ୍ରଭୁ କେତକୋଳ ତୁମ୍ଭେ ତୁମ୍ଭର ଦୟାରୁ ୟିରୁଶାଲମ ଏବଂ ଯିହୁଦା ନଗରକୁ ଦୂ ରଇେ ରଖିବ? ସତୁରି ବର୍ଷ ଧରି ଏହି ନଗରଗୁଡିକ ଉପ ରେ ତୁମ୍ଭର କୋରଧ ପ୍ରକାଶ କରିଛ।
ତୁମ୍ଭେ ସବୁ ତୁମ୍ଭର ନିଜ ପିତା କରିଥିବା କାର୍ୟ୍ଯ ଗୁଡିକ କରୁଛ।
ଅତଏବ ଯେଉଁମାନଙ୍କୁ ପରମେଶ୍ବର ଦୟା ଦଖାଇବୋକୁ ଚାହାନ୍ତି ସମାନଙ୍କେୁ ସେ ଦୟା ଦଖାେନ୍ତି ଓ ଯେଉଁ ମାନଙ୍କୁ ସେ କଠାେର କରିବାକୁ ଚାହାଁନ୍ତି, ସମାନଙ୍କେୁ ସେ କଠାେର କରନ୍ତି।
ଅତଏବ ବୁଝିବା ଦରକାର ଯେ, ପରମେଶ୍ବର ଅତି ଦୟାଳୁ, କିନ୍ତୁ ସେ ଅତି କଠାେର ମଧ୍ଯ ହାଇପୋରିବେ। ପରମେଶ୍ବରତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେ ମାନେ ତାହାଙ୍କ ଅନୁଗ୍ର ରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷ ରେ ଯଦି ତୁମ୍ଭମାନେେ ତାହାଙ୍କୁ ଅନୁସରଣ ନ କର ତା' ହେଲେ ତୁମ୍ଭମାନେେ ମଧ୍ଯ କଟାଯାଇ ଫିଙ୍ଗି ଦିଆୟିବ।
ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।