Home Bibles ପ୍ରଥମ ରାଜାବଳୀ 12:15 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 12:15 · ଓଡ଼ିଆ ବାଇବେଲ

ରାଜା ଲୋକମାନଙ୍କ ଅନୁରୋଧ ପୁରଣ କରିବାକୁ ମନା କରି ଦେଲେ। ସଦାପ୍ରଭୁ ଏହିସବୁ ଘଟାଇବାର କାରଣ ହେଲ, ସେ ଚାହିଁଲେ ତାଙ୍କର ପ୍ରତିଜ୍ଞା ପୂରଣ କରିବା ପାଇଁ। ନବାଟର ପୁତ୍ର ୟାରବିଯାମ୍ ଯାହା ଅହିଯ ଶୀଲୋନୀଯଙ୍କ ଦ୍ବାରା କୁହା ହାଇେଥିଲା।

Cross references

ଆଦି ପୁସ୍ତକ 24:50

ଏହାପରେ ଲାବନ୍ ଏବଂ ବଥୂଯଲେ ଉତ୍ତର କଲେ, ଆମ୍ଭେ ଦେଖୁଛୁ ଏହା ସଦାପ୍ରଭୁଙ୍କ ଆଡୁ, ଆମ୍ଭେ ଏହାକୁ ପରିବର୍ତ୍ତନ କରିପାରବୁ ନାହିଁ।

ଦିତୀୟ ବିବରଣ 2:30

କିନ୍ତୁ ହିଷ୍ବୋନ୍ର ରାଜା ସୀହାନ୍େ ତାଙ୍କ ଦେଶ ମଧ୍ଯ ଦଇେ ଆମ୍ଭମାନଙ୍କୁ ୟିବାକକ୍ସ୍ଟ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାଙ୍କର ହୃଦଯ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭମାନେେ ସୀହାନକେୁ ପରାସ୍ତ କରିପାରିବ, ଏବଂ ଆଜି ଆମ୍ଭେ ଜାଣିଲକ୍ସ୍ଟ ବାସ୍ତବ ରେ କ'ଣ ସବୁ ଘଟିଲା।

ବିଚାରକର୍ତାମାନଙ୍କ ବିବରଣ 14:4

ଶାମ୍ଶାେନ୍ଙ୍କର ପିତାମାତା ଜାଣିପାରିଲେ ନାହିଁ ଯେ, ସଦାପ୍ରଭୁ ଏହିପରି ଯୋଜନା କରିଥିଲେ। ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ସକ୍ସ୍ଟୟୋଗ ଖାଜେକ୍ସ୍ଟଥିଲେ ଏବଂ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ପଦକ୍ଷପେ ନବୋ ପାଇଁ ଏକ କାରଣ ଖାଜେକ୍ସ୍ଟଥିଲେ। ସହେି ସମୟରେ ପଲେଷ୍ଟୀୟମାନେ ଇଶ୍ରାୟେଲ ଉପରେ ରାଜତ୍ବ କରୁଥିଲେ।

ପ୍ରଥମ ଶାମୁୟେଲ 15:29

ସଦାପ୍ରଭୁ ହେଉଛନ୍ତି ଇଶ୍ରାୟେଲର ପରମେଶ୍ବର। ସଦାପ୍ରଭୁ ସବୁଦିନ ପାଇଁ ଏହିଠା ରେ ବାସ କରିବେ। ସଦାପ୍ରଭୁ ମିଛ କହନ୍ତି ନାହିଁ କି ସେ ତାଙ୍କର ମତ ପରିବର୍ତ୍ତନ କରନ୍ତି ନାହିଁ। ସଦାପ୍ରଭୁ ଜଣେ ବ୍ଯକ୍ତି ନକ୍ସ୍ଟହଁନ୍ତି ଯେ କି ତାଙ୍କର ମତ ବଦଳାଇ ଦବେେ।

ଦିତୀୟ ଶାମୁୟେଲ 17:14

ଅବଶାଲୋମ ଓ ସମସ୍ତ ଇଶ୍ରାୟେଲୀୟ ଲୋକ କହିଲେ, ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀଯ ହୂଶଯର ମନ୍ତ୍ରଣା ଉତ୍ତମ ଥିଲା। ସମାନେେ ଏହା କହିଲେ କାରଣ ଅଦରକାରୀ ଏହି ପ୍ରକା ରେ ଅବଶା ଲୋମକକ୍ସ୍ଟ ଦଣ୍ତ ଦବୋ ପାଇଁ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ଯର୍ଥକରିବା ପାଇଁ ସଦାପ୍ରଭୁ ସ୍ଥିର କରିଥିଲେ।

ପ୍ରଥମ ରାଜାବଳୀ 11:11

ସଦାପ୍ରଭୁ ଶଲୋମନକୁ କହିଲେ, ଯେ ହତେୁ ତୁମ୍ଭେ ଆମ୍ଭର ନିଯମ ଓ ବିଧି ଭଙ୍ଗ କଲ ଓ ଆମ୍ଭର ଆଜ୍ଞାକୁ ପାଳନ କଲ ନାହିଁ, ଆମ୍ଭେ ତୁମ୍ଭଠାରୁ ରାଜ୍ଯ ଛଡଇେ ନଇେ ତୁମ୍ଭର ଦାସକୁ ଦବେୁ।

ପ୍ରଥମ ରାଜାବଳୀ 11:29

ଥରେ ୟାରବିଯାମ ୟିରୁଶାଲମ ବାହାରକୁ ଯାଉଥିଲା ବେଳେ ଶୀଲୋର ଭବିଷ୍ଯଦ୍ବକ୍ତା ଅହିଯଙ୍କ ସହିତ ତାଙ୍କର ବାଟରେ ଦଖାେ ହେଲା। ଅହିଯ ଏକ ନୂତନ କୋଟ ପରିଧାନ କରିଥିଲେ ଓ କ୍ଷେତ୍ର ରେ କବଳେ ସେ ଦୁ ହେଁ ଥିଲେ।

ପ୍ରଥମ ରାଜାବଳୀ 11:31

ତତ୍ପରେ ଅହିଯ ୟାରବିଯାମଙ୍କୁ କହିଲା, ତୁମ୍ଭ ନିଜ ପାଇଁ ଦଶଖଣ୍ତ ନିଅ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, 'ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ଯ ଚିରିଦବୋ ତୁମ୍ଭକୁ ଦଶ ଗୋଷ୍ଠୀ ଦବୋ।

ପ୍ରଥମ ରାଜାବଳୀ 12:24

ସଦାପ୍ରଭୁ ଏହିକଥା କହନ୍ତି, 'ତୁମ୍ଭେ ନିଶ୍ଚଯ ତୁମ୍ଭମାନଙ୍କ ଭ୍ରାତା ଇଶ୍ରାୟେଲ ଲୋକମାନଙ୍କ ବିପକ୍ଷ ରେ ୟୁଦ୍ଧ କରିବ ନାହିଁ। ତୁମ୍ଭମାନେେ ସମସ୍ତେ ନିଜ ନିଜ ଗୃହକୁ ଫରେିୟାଅ। କାରଣ ଏହିକାର୍ୟ୍ଯ ମାେ ଦ୍ବାରା ହାଇେଅଛି।' ତେଣୁ ରିହବିଯାମଙ୍କ ସୈନ୍ଯମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ନିଜ ନିଜ ଗୃହକୁ ଫରେିଗଲେ।

ପ୍ରଥମ ରାଜାବଳୀ 22:23

ମୀଖାଯ ଶଷେ ରେ କହିଲେ, ଦେଖ, ସଦାପ୍ରଭୁ ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ମିଥ୍ଯା କୁହାଇଛନ୍ତି। ସଦାପ୍ରଭୁ ତୁମ୍ଭ ଉପରେ ଏକ ବଡ ବିପତ୍ତି ଆଣିବାକୁ ନିଷ୍ପତ୍ତି କରିଛନ୍ତି।

ଦିତୀୟ ରାଜାବଳୀ 9:36

ତେଣୁ ସମାନେେ ଯହେୂ ନିକଟକୁ ଫରେିଆସି ସବୁକଥା କହିଲେ। ଯହେୂ କହିଲେ, ସଦାପ୍ରଭୁ ଆପଣା ଦାସ ତିଶ୍ବୀଯକୁ ଏଲିଯ ଏହି ବାର୍ତ୍ତା ଦଇେଥିଲେ। ଏଲିଯ କହିଥିଲେ, 'କୁକୁରମାନେ ୟିଷ୍ରିଯଲେୀଯ ଭୂମିରେ ଇଷବଲରେ ଶରୀରକୁ ଗ୍ଭଟି ଖାଇବେ।

ଦିତୀୟ ରାଜାବଳୀ 10:10

ଏବେ ତୁମ୍ଭମାନେେ ଜାଣ ସଦାପ୍ରଭୁ ଯାହା ଆହାବ୍ ବଂଶ ବିଷଯ ରେ କହିଥିଲେ, ତାହା ନିଶ୍ଚଯ ଘଟିବ। ସଦାପ୍ରଭୁ ତାଙ୍କର ଦାସ ଏଲିଯ ଦ୍ବାରା ଯାହା କହିଥିଲେ ତାହା ଆଜି ସଫଳ କରାଇଛନ୍ତି।

ଦିତୀୟ ବଂଶାବଳୀ 10:15

ତେଣୁ ରାଜା ରିହବିଯାମ୍ ବୃଦ୍ଧ ଲୋକମାନଙ୍କର କଥା ଶୁଣିଲେ ନାହିଁ। ପରମେଶ୍ବର ଏହି ପ୍ରକା ରେ ଏହିସବୁ ଘଟାଇଲେ। ସଦାପ୍ରଭୁ ଅହିଯଙ୍କ ମାଧ୍ଯମ ରେ ୟାରବିଯାମ୍ଙ୍କୁ ଯେଉଁ କଥା କହିଥିଲେ, ତାହା ଯେପରି ସଫଳ ହୁଏ, ଏହା ସପରେି ଘଟିଲା ଅହିଯ ଶିଲୋନୀଯ ଲୋକ ଥିଲେ, ଏବଂ ୟାରବିଯାମ୍ ନବାଟଙ୍କ ପୁତ୍ର ଥିଲେ।

ଦିତୀୟ ବଂଶାବଳୀ 22:7

ଅହସିଯ ୟୋରାମ୍ଙ୍କୁ ସାକ୍ଷାତ କରିବାକୁ ୟାଇଥିଲେ। ସହେି ସମୟରେ ହିଁ ପରମେଶ୍ବର ତାଙ୍କ ପ୍ରତି ମୃତ୍ଯୁ ଘଟାଇଲେ। ଅହସିଯ ୟାଇ ପହନ୍ଚିଲେ ଓ ୟୋରମ୍ଙ୍କ ସହିତ ଯହେୂଙ୍କୁ ଭଟେିବା ନିମନ୍ତେ ଗଲେ। ଯହେୂଙ୍କ ପିତାଙ୍କର ନାମ ଥିଲା ନିମଶିର। ଆହାବଙ୍କ ପରିବାରକୁ ବିନାଶ କରିବା ନିମନ୍ତେ ସଦାପ୍ରଭୁ ଯହେୂଙ୍କୁ ମନୋନୀତ କରିଥିଲେ।

ଦିତୀୟ ବଂଶାବଳୀ 25:16

ଭବିଷ୍ଯତ୍ବକ୍ତା ଯେତବେେଳେ ଏହି କଥା କହିଲେ, ଅମତ୍ସିଯ ସହେି ଭବିଷ୍ଯତ୍ବକ୍ତାଙ୍କୁ କହିଲେ, ତୁମ୍ଭେ ରାଜାଙ୍କର ଜଣେ ପରାମର୍ଶଦାତା ନୁହଁ। ନୀରବ ରୁହ ! ଯଦି ତୁମ୍ଭେ ନୀରବ ନ ରୁହ, ତବେେ ତୁମ୍ଭକୁ ହତ୍ଯା କରାୟିବ ! ଭବିଷ୍ଯତ୍ବକ୍ତା ନୀରବ ହାଇଗେଲେ, କିନ୍ତୁ ତା'ପରେ କହିଲେ, ପରମେଶ୍ବର ପ୍ରକୃତ ରେ ତୁମ୍ଭକୁ ବିନଷ୍ଟ କରିବା ନିମନ୍ତେ ସ୍ଥିର କରିଛନ୍ତି। କାହିଁକି ? କାରଣ ତୁମ୍ଭେ ସହେି ମନ୍ଦ କାର୍ୟ୍ଯସବୁ କଲ ଓ ମାରେ ଉପଦେଶ ଶୁଣିଲ ନାହିଁ।

ଦିତୀୟ ବଂଶାବଳୀ 25:20

କିନ୍ତୁ ଅମତ୍ସିଯ ତାହା ଶୁଣିଲେ ନାହିଁ। ଏହା ପରମେଶ୍ବରଙ୍କ ଆଡ଼ୁ ହେଲା। ପରମେଶ୍ବର ଇଶ୍ରାୟେଲ ଦ୍ବାରା ଯିହୁଦାକୁ ପରାସ୍ତ କରିବାକୁ ଯୋଜନା କରିଥିଲେ, କାରଣ ଯିହୁଦାର ଲୋକମାନେ ଇଦୋମର ଲୋକମାନଙ୍କ ଦବେତାର ଅନୁଗାମୀ ହାଇେଥିଲେ।

ଗୀତସଂହିତା 5:10

ହେ ପରମେଶ୍ବର ସମାନଙ୍କେୁ ଶାସ୍ତି ଦିଅ। ସମାନେେ ବାନ୍ଧିଥିବା ଫାଶରେ ସମାନଙ୍କେୁ ପକାଇ ଦିଅ। ସମାନେେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି, ତଣେୁ ସମାନଙ୍କେର ଅନକେ ଅପରାଧ ପାଇଁ ସମାନଙ୍କେୁ ଶାସ୍ତି ବିଧାନ କର।

ଯିଶାଇୟ 14:13

ତୁମ୍ଭେ ସର୍ବଦା ନିଜେ ନିଜେ କହି ହେଉଥିଲ, ଆମ୍ଭେ ପରମେଶ୍ବରଙ୍କ ପରି ସ୍ବର୍ଗାରୋହଣ କରିବା। ଆମ୍ଭେ ସ୍ବର୍ଗର ଉର୍ଦ୍ଧ୍ବକୁ ୟିବା, ଆମ୍ଭେ ପରମେଶ୍ବରଙ୍କ ତାରକାର ଉର୍ଦ୍ଧ୍ବ ରେ ସିଂହାସନ ସ୍ଥାପନ କରିବା।ଆମେ ଉତ୍ତର ଦିଗସ୍ଥ ପ୍ରାନ୍ତ ପବିତ୍ର ପର୍ବତ ଉପ ରେ ଉପବିଷ୍ଟ ହବୋ ଓ ସହେି ପର୍ବତ ରେ ପରମେଶ୍ବରଙ୍କୁ ସାକ୍ଷାତ କରିବା।

ଯିଶାଇୟ 46:10

ଶଷେ ରେ କ'ଣ ଘଟିବ ଆମ୍ଭେ ଆଦ୍ଯରୁ କହିଥାଉଁ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ଯ ସାଧିତ ହବେ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।

ଦାନିଏଲ 4:35

ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।

ଆମୋଷ 3:6

ଯଦି ନଗର ରେ ତୂରୀ ବାଜି ଉଠିବ ତବେେ ଲୋକମାନେ ଭୟ ରେ ଥରହର ହବେେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ୟ୍ଯନ୍ତ ନଗର ମଧିଅରେ କୌଣସି ଅସୁବିଧା ଘଟିବ ନାହିଁ।

ଯୋହନଲିଖିତ ସୁସମାଚାର 19:23

ଯୀଶୁଙ୍କୁ କୃଶବିଦ୍ଧ କଲାପରେ ସୈନିକମାନେ ତାହାଙ୍କର ଲୁଗାପଟା ନଇଗେଲେ। ସମାନେେ ତାହାଙ୍କର ବସ୍ତ୍ର ଚାରି ଭାଗ କଲେ। ପ୍ରେତ୍ୟକକ ସୈନିକ ଗୋଟିଏ ଭାଗ ରଖିଲେ। ସମାନେେ ତାହାଙ୍କର ପିନ୍ଧା ପୋଷାକ ମଧ୍ଯ ନଇଗେଲେ। ଏହା ତଳୁ ଉପର ପର୍ୟ୍ଯନ୍ତ ବିନା ସିଲଇେ ରେ ଗୋଟିଏ ପୋଷାକ ଥିଲା।

ଯୋହନଲିଖିତ ସୁସମାଚାର 19:28

ଏବେ ସମସ୍ତ କିଛି ଶଷେ ହାଇଯୋଇଛି, ଯୀଶୁ ଏହା ଜାଣିଲେ। ଧର୍ମଶାସ୍ତ୍ରବାଣୀ ସତ୍ଯ ହବୋ ପାଇଁ ସେ କହିଲେ, ମାେତେ ଶୋଷ କରୁଛି।

ଯୋହନଲିଖିତ ସୁସମାଚାର 19:32

ତେଣୁ ସୈନିକମାନେ ଆସି ପ୍ରଥମ ଲୋକଟିର ଗୋଡ ଭାଙ୍ଗି ଦେଲେ। ତା'ପରେ ସମାନେେ ଅନ୍ୟ ଲୋକଟିର ଗୋଡ ଭାଙ୍ଗି ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:23

ତୁମ୍ଭମାନେେ ସମସ୍ତେ ଏସବୁ ଦିଖିଛ ଓ ଏସବୁ ଯେ ନିରାଟ ସତ୍ଯ ତାହା ଜାଣିଛ। ଏହି ଯୀଶୁଙ୍କୁ ଇଶ୍ବର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭମାନେେ ଦୁଷ୍ଟମାନଙ୍କ ସାହାୟ୍ଯ ରେ ତାହାଙ୍କୁ କୃଶ ରେ ଚ଼ଢ଼ଇେ କଣ୍ଟା ବାଡ଼ଇେ ହତ୍ଯା କରିଦଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:17

ଭାଇମାନେ, ମୁଁ ଜାଣେ ଯେ, ତୁମ୍ଭମାନେେ ମଧ୍ଯ କ'ଣ କରୁଛ, ତାହା ନବୁଝି ଯୀଶୁଙ୍କ ପ୍ରତି ଏପରି କଲ। ତୁମ୍ଭମାନଙ୍କର ନେତାମାନେ ମଧ୍ଯ କ'ଣ କରୁଅଛନ୍ତି, ତାହା ବୁଝିପାରି ନଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:28

ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧ ରେ ଏକତ୍ର ମନ୍ତ୍ରଣା କଲେ ସମାନେେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:27

ୟିରୂଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚ଼ିହ୍ନି ପାରିଲେ ନାହିଁ। ସମାନେେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକା ରେ ସମାନେେ ଭବିଷ୍ଯଦ୍ବକ୍ତାମାନଙ୍କ ବାକ୍ଯ ସଫଳ କଲେ। ଭବିଷ୍ଯଦ୍ବକ୍ତାମାନଙ୍କର ଏହି ବାକ୍ଯ ସବୁ ପ୍ରତି ବିଶ୍ରାମ ଦିବସ ରେ ପଢ଼ାଯାଏ।

Interlinear

Choose Theme