Cross references
କିନ୍ତୁ ବର୍ତ୍ତମାନ ଯେଉଁମାନେ ମାେ'ଠାରୁ ବଯସ ରେ ସାନ ସମାନେେ ମଧ୍ଯ ମାେତେ ପରିହାସ କରୁଛନ୍ତି। ଆଉ ସମାନଙ୍କେ ପିତାଗଣ ଏଭଳି ଅ ଯୋଗ୍ଯ ଯେ ମୁଁ ସମାନଙ୍କେୁ ମାେ ମେଣ୍ଢା ପଲ କରୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ।
ଆୟୁବ ତୁମ୍ଭେ ବନଶୀ କଣ୍ଟା ରେ ଲିବିଯାଥନକୁ ଧରିପାରିବ କି ? ତୁମ୍ଭେ ତା'ର ଜିଭକୁ ରସି ରେ ବାନ୍ଧିପାରିବ କି ?
ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।
ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସହେି ଲୋକମାନଙ୍କୁ ଅଧିଷ୍ଠିତ କରିଛ। ତୁମ୍ଭେ ସବୁ ସହେିମାନଙ୍କ ନିଯନ୍ତ୍ରଣରେ ଛାଡ଼ି ଦଇେଛ।
ତାହାଙ୍କୁ କତ୍ତୁର୍ତ୍ବ, ମହିମା ଓ ରାଜ୍ଯ ପ୍ରଦତ୍ତ ହେଲା। ତେଣୁ ସମୁଦାଯ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ତାଙ୍କର ଉପାସନା କରିବେ। ତାଙ୍କର ବିଧି ଅନନ୍ତକାଳୀନ ଓ ତାହା ଲୁପ୍ତ ହବେନାହିଁ। ଆଉ ତାଙ୍କର ରାଜ୍ଯ ଅବିନାଶୀ ହବେ।
ତେଣୁ ଯୀଶୁ ସମାନଙ୍କେ ପାଖକୁ ଆସି କହିଲେ, ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମାେତେ ଦିଆ ଯାଇଛି।
ପରମପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି।
ପରମପିତା ଯୀଶୁଙ୍କୁ ସବୁ ବିଷୟ ରେ କ୍ଷମତା ଦଇେଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ବରଙ୍କଠାରୁ ଆସିଛନ୍ତି, ବୋଲି ମଧ୍ଯ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫରେିଯାଉଛନ୍ତି ବୋଲି ମଧ୍ଯ ଜାଣିଥିଲେ।
ତା'ପରେ ୟୁଗାନ୍ତ ହବେ। ସମସ୍ତ ଶାସକ, କ୍ଷମତା ଓ ଶକ୍ତିଗୁଡ଼ିକୁ ଲୋପ କରିବା ପରେ ଖ୍ରୀଷ୍ଟ ପିତା ପରମେଶ୍ବରଙ୍କ ରାଜତ୍ବ ସମର୍ପଣ କରିବେ।
ଶାସ୍ତ୍ର କୁ ହେ : ପରମେଶ୍ବର ସମସ୍ତ ବିଷୟକୁ ତାହାଙ୍କର ପାଦତଳେ ରଖିଛନ୍ତି। ଯେତବେେଳେ ଏହା କୁ ହେ ଯେ, ସେ ସମସ୍ତ ବିଷୟ ତାହାଙ୍କ ପାଦତଳେ ବଶୀଭୂତ କଲେ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, ପରମେଶ୍ବର ନିଜେ ପ୍ରେତ୍ୟକକ ବିଷୟକୁ ଖ୍ରୀଷ୍ଟଙ୍କର ବଶୀଭୂତ କଲେ ଓ ସେ ସହେି ସବୁ ରେ ପରମେଶ୍ବର ଅନ୍ତର୍ଗତ ନୁହଁନ୍ତି।
ପରମେଶ୍ବର ଖ୍ରୀଷ୍ଟଙ୍କୁ ସମସ୍ତ ଶାସକ, ଅଧିକାରୀ, ଶକ୍ତି ଓ ରାଜାମାନଙ୍କଠାରୁ ଅଧିକ ମହତ୍ବପୂର୍ଣ୍ଣ ପଦ ଦଇେଅଛନ୍ତି। ଏହି ସଂସାର କି ପରବର୍ତ୍ତୀ ସଂସାର ରେ ଥିବା ଯେ କୌଣସି କ୍ଷମତା ପୂର୍ଣ୍ଣ ଶକ୍ତି ଅପେକ୍ଷା ଖ୍ରୀଷ୍ଟଙ୍କର ଶକ୍ତି ଅତି ଅଧିକ ଅଟେ।
ଖ୍ରୀଷ୍ଟ ପରମେଶ୍ବରଙ୍କ ବାଧ୍ଯ ହେଲେ, ତେଣୁ ପରମେଶ୍ବର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ। ପରମେଶ୍ବର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।
ପରମେଶ୍ବର କବେେ ହେଲେ କୌଣସି ସ୍ବର୍ଗଦୂତକୁ କହିଛନ୍ତି କି ଯେ :
ଯେଉଁ ଭାବୀଜଗତ ବିଷୟ ରେ ଆମ୍ଭେ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରମେଶ୍ବର ଦୂତମାନଙ୍କୁ ବାଛି ନାହାନ୍ତି।
ଏବେ ଯୀଶୁ ସ୍ବର୍ଗକୁ ଗଲଣେି। ସେ ପରମେଶ୍ବରଙ୍କ ଡାହାଣ ରେ ବିରାଜମାନ। ସେ ସଠାେରେ ସ୍ବର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।
ଯୀଶୁ ହେଉଛନ୍ତି ବିଶ୍ବସ୍ତ ସାକ୍ଷୀ। ମୃତ୍ଯୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧିଅରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା।
ମୁଁ ଜୀବିତ। ମୁଁ ମରି ଯାଇଥିଲି କିନ୍ତୁ ଦେଖ, ମୁଁ ସବୁବଳେ ପାଇଁ ଜୀବିତ ହାଇେଅଛି। ମାେ ପାଖ ରେ ମୃତ୍ଯୁ ଓ ପାତାଳର ଚାବି ରହିଛି।
ତା'ପରେ ମୁଁ ଦେଖିଲି ଓ ଅନକେ ସ୍ବର୍ଗଦୂତଙ୍କର ସ୍ବର ଶୁଣିଲି। ସ୍ବର୍ଗଦୂତମାନେ ସିଂହାସନ, ଜୀବିତପ୍ରାଣୀ ଓ ପ୍ରାଚୀନମାନଙ୍କ ଚାରିପାଖ ରେ ଥିଲେ। ମୁଁ ହଜାରହଜାର ସ୍ବର୍ଗଦୂତଙ୍କୁ ଦେଖିଲି। ସଠାେରେ 10,000ର 10,000 ଗୁଣ ସ୍ବର୍ଗଦୂତ ଥିଲେ।