Home Bibles ☰ Books ଆଦି ପୁସ୍ତକ 8:4 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 8:4 · ଓଡ଼ିଆ ବାଇବେଲ

ଏହାପରେ ସପ୍ତଦଶ ମାସର ସପ୍ତଦଶ ଦିନ ରେ ଆରାରଟ ପର୍ବତ ଉପରେ ଜାହାଜ ଲାଗି ରହିଲା।

Cross references

ଆଦି ପୁସ୍ତକ 7:17

ଚ଼ାଳିଶ ଦିନ ପୃଥିବୀ ରେ ଜଳପ୍ଲାବନ ହେଲା, ପୁଣି ଜଳ ବଢ଼ିବାରୁ ଜାହାଜ ଭୂମିକୁ ଛାଡ଼ି ଭାସିବାକୁ ଲାଗିଲା।

ଦିତୀୟ ରାଜାବଳୀ 19:37

ଏକଦା ସନ୍ ହରେୀବ୍ ଆପଣା ନିଷ୍ରୋକ ନାମକ ଦବେତାକୁ ମନ୍ଦିର ରେ ପୂଜା କରିବା ବେଳେ ତା'ର ପୁତ୍ର ଅଦ୍ ରେମ୍ମଲକେ ଓ ଶ ରେତ୍ସର ତାହାକୁ ଖଡ୍ଗ ରେ ବଧ କଲେ। ତା'ପରେ ସମାନେେ ଅରାରଟ ଦେଶକୁ ପଳାଯନ କଲେ। ଆଉ ତା'ର ପୁତ୍ର ଏସରହଦ୍ଦୋନ ତାହାର ପଦ ରେ ରାଜା ହେଲା।

ଯିଶାଇୟ 37:38

ଦିନେ ସନ୍ ହରେୀବ ନିଷ୍ରୋଳ ନାମକ ଦବେତାର ଗୃହ ରେ ପୂଜା କଲା ବେଳେ ତା'ର ଦୁଇ ପୁତ୍ର ଅଦ୍ରମ୍ମଲକେ ଓ ଶ ରେତ୍ସର ତାକୁ ଖଡ୍ଗ ରେ ବଧ କଲେ। ତା'ପ ରେ ସମାନେେ ଅରାରଟ ଦେଶକୁ ପଳାଯନ କଲେ। ତେଣୁ ତାହାର ପୁତ୍ର ଏସରହଦ୍ଦୋନ ଅଶୂରର ରାଜତ୍ବ କଲା।

ଯିରିମିୟ 51:27

ତୁମ୍ଭମାନେେ ଦେଶ ରେ ଧ୍ବଜା ସ୍ଥାପନ କର, ଗୋଷ୍ଠୀଯମାନଙ୍କ ମଧିଅରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧ ରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍ମିନସ୍ ରାଜ୍ଯକୁ ତାହାର ବିରୁଦ୍ଧ ରେ ଏକତ୍ର ଡ଼ାକ। ତାହାର ବିରୁଦ୍ଧ ରେ ସନୋପତିମାନଙ୍କୁ ନିୟୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ଯା ରେ ଅଶ୍ବଗଣ ପଠାଅ।

Interlinear

Choose Theme