ଏହାପରେ ଯୋଷଫେ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।
Cross references
ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, ଅବ୍ରାମ ସ୍ବର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ବରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।
ଏହାପରେ ସେ କିରିଯଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନ ରେ ଅବ୍ରହାମ ଓ ଇସ୍ହାକ ପ୍ରବାସ କରିଥିଲେ, ସହେି ସ୍ଥାନ ରେ ଯାକୁବ ଆପଣା ପିତା ଇସ୍ହାକ୍ ନିକଟରେ ଉପସ୍ଥିତ ହେଲେ।
ଏହାପରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ। ତାଙ୍କ ଛାମୁ ରେ ବିଦାଯ ନେଲେ।
ତୁମ୍ଭେ ତୁମ୍ଭର ମଷେ, ଗାଈ ଗୋରୁ ସମସ୍ତ ନଇେ ୟାଅ ଏବଂ ମାେତେ ଆଶୀର୍ବାଦ କର।
ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭମାନେେ ସମାନଙ୍କେୁ କହିବ,
ଯିହାଶୂେୟ ୟିଫକ୍ସ୍ଟନ୍ନିଙ୍କର ପକ୍ସ୍ଟତ୍ର କାଲେବ୍ଙ୍କକ୍ସ୍ଟ ଆଶୀର୍ବାଦ କଲେ ଏବଂ ହିବ୍ରୋଣ ସହରକକ୍ସ୍ଟ ତାଙ୍କୁ ଦେଲେ।
ପକ୍ସ୍ଟଣି ଏଲି ଇଲ୍କାନାକକ୍ସ୍ଟ ଓ ତା'ର ସ୍ତ୍ରୀକକ୍ସ୍ଟ ଆଶୀର୍ବାଦ କଲେ ଏବଂ କହିଲେ, ସଦାପ୍ରଭୁଙ୍କର ଏହି ସ୍ତ୍ରୀଲୋକ ପ୍ରତି ଗୋଟିଏ ପିଲା ପାଇଁ ଆଶୀର୍ବାଦ ହେଉ, ହନାହାବ ପକ୍ସ୍ଟତ୍ର ପ୍ରାର୍ଥନା କରୁଥିବା ସ୍ଥାନକକ୍ସ୍ଟ ନିଆ ହେଉ ଏବଂ ତା'ପରେ ସଦାପ୍ରଭୁଙ୍କୁ ଦେଲେ।
ତେଣୁ ତୋହି ତାଙ୍କର ପକ୍ସ୍ଟତ୍ର ଯୋରାମକକ୍ସ୍ଟ ରାଜା ଦାଉଦଙ୍କକ୍ସ୍ଟ ଅଭ୍ଯର୍ଥନା କରିବା ପାଇଁ ଓ ୟକ୍ସ୍ଟଦ୍ଧ ରେ ହଦଦଷେର ବିରକ୍ସ୍ଟଦ୍ଧ ରେ ଜଯଲାଭ କରିଥିବାରକ୍ସ୍ଟ ଶକ୍ସ୍ଟଭେଚ୍ଛା ଜଣାଇବା ପାଇଁ ପଠାଇଲେ। ପୂର୍ବରକ୍ସ୍ଟ ହଦଦଷେର ତୋହି ସହିତ ୟକ୍ସ୍ଟଦ୍ଧ ରେ ରତ ଥିଲେ। ଯୋରାମ ନିଜ ସଙ୍ଗ ରେ ସକ୍ସ୍ଟନା, ରୂପା ଓ ପିତ୍ତଳ ଉପହାରମାନ ମଧ୍ଯ ଆଣିଥିଲେ।
ଯୋୟାବ ମକ୍ସ୍ଟଣ୍ତ ନୂଆଁଇ ରାଜାଙ୍କକ୍ସ୍ଟ ପ୍ରଣାମ କଲା ଓ ରାଜାଙ୍କ ନାମ ରେ ଜଯଗାନ କଲା। ସେ କହିଲା, ହେ ରାଜା! ମୁ ଜାଣେ ଯେ, ଆଜି ଆରଣଙ୍କ ଦୃଷ୍ଟି ରେ ମୁ ଅନକ୍ସ୍ଟଗ୍ରହ ପାଇଛି। ଏହା ଆଜି ମୁ ଜାଣେ କାରଣ ଆପଣଙ୍କର ଦାସର କଥାନକ୍ସ୍ଟସା ରେ କାର୍ୟ୍ଯ କଲେ।
ରାଜା ବର୍ସିଲ୍ଲଯକକ୍ସ୍ଟ ଚକ୍ସ୍ଟମ୍ବନସଦଇ ବିଦାଯସଦଲଲ ଓ ଆଶୀର୍ବାଦ କଲଲ। ବର୍ସିଲ୍ଲଯ ଗୃହକକ୍ସ୍ଟସଫରିଗଲା ଓ ରାଜା ଓ ସମସ୍ତସଲାକ ୟର୍ଦ୍ଦନ ପାରସହଲଲ।
ମହାନରାଜା ତୁମ୍ଭର ପରମେଶ୍ବର ତୁମ୍ଭଠାରୁ ତାଙ୍କୁ ଅଧିକ ଖ୍ଯାତ କରନ୍ତୁ ଓ ତାଙ୍କର ସାମ୍ରାଜ୍ଯ ତୁମ୍ଭ ଅପେକ୍ଷା ଅଧିକ ବଡ ଓ ଶକ୍ତିଶାଳୀ ହେଉ।'
ଏହାପରେ ଇଲୀଶାୟ ଗି ହଜେୀକୁ କହିଲେ, ୟିବାକୁ ପ୍ରସ୍ତୁତ ହୁଅ। ମାରେ ୟଷ୍ଟିଟିକୁ ସଙ୍ଗ ରେ ନିଅ। ଗଲା ବେଳେ କୌଣସି ସ୍ଥାନ ରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କରନାହିଁ ଓ କହେି ନମସ୍କାର କଲେ ତାକୁ ଉତ୍ତର କରନାହିଁ। ମାରେ ୟଷ୍ଟି ନଇେ ସହେି ବାଳକର ମୁଖ ଉପରେ ରଖି ଦିଅ।
ସମାନେେ ଖାଉଥିବା ବେଳେ, ଯୀଶୁ ରୋଟୀ ନେଲେ। ସହେି ରୋଟୀ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ତା'ପରେ ରୋଟୀ ଛିଣ୍ଡଇେଲେ। ତାହାକୁ ଶିଷ୍ଯମାନଙ୍କୁ ଦେଲେ। ଯୀଶୁ କହିଲେ, ଏହି ରୋଟୀ ନିଅ ଓ ଖାଅ। ଏ ରୋଟୀ ମାରେଶରୀର।
ତାପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ ରରେିତମାନଙ୍କୁ ଦେଲେ। ତା'ପରେ ଯୀଶୁ କହିଲେ, ଏହି ରୋଟୀ ମାରେଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମାେତେ ମନେ ରଖିବା ପାଇଁ ଏହା କର।
ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ବରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ବରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।