ମହାନରାଜା ତୁମ୍ଭର ପରମେଶ୍ବର ତୁମ୍ଭଠାରୁ ତାଙ୍କୁ ଅଧିକ ଖ୍ଯାତ କରନ୍ତୁ ଓ ତାଙ୍କର ସାମ୍ରାଜ୍ଯ ତୁମ୍ଭ ଅପେକ୍ଷା ଅଧିକ ବଡ ଓ ଶକ୍ତିଶାଳୀ ହେଉ।'
Cross references
ଏହାପରେ ଯାକୁବ କହିଲେ, ତୁମ୍ଭେ ଶପଥ କର। ଏବଂ ଯୋଷଫେ ତାଙ୍କ ସମ୍ମୁଖ ରେ ଶପଥ କଲେ। ଏହାପରେ ଇଶ୍ରାୟେଲ ଶୟ୍ଯା ରେ ମୁଣ୍ଡ ଆଡ଼େ ପ୍ରଣାମ କଲେ।
ତୁମ୍ଭେ ତୁମ୍ଭର ମଷେ, ଗାଈ ଗୋରୁ ସମସ୍ତ ନଇେ ୟାଅ ଏବଂ ମାେତେ ଆଶୀର୍ବାଦ କର।
ତେଣୁ ତୋହି ତାଙ୍କର ପକ୍ସ୍ଟତ୍ର ଯୋରାମକକ୍ସ୍ଟ ରାଜା ଦାଉଦଙ୍କକ୍ସ୍ଟ ଅଭ୍ଯର୍ଥନା କରିବା ପାଇଁ ଓ ୟକ୍ସ୍ଟଦ୍ଧ ରେ ହଦଦଷେର ବିରକ୍ସ୍ଟଦ୍ଧ ରେ ଜଯଲାଭ କରିଥିବାରକ୍ସ୍ଟ ଶକ୍ସ୍ଟଭେଚ୍ଛା ଜଣାଇବା ପାଇଁ ପଠାଇଲେ। ପୂର୍ବରକ୍ସ୍ଟ ହଦଦଷେର ତୋହି ସହିତ ୟକ୍ସ୍ଟଦ୍ଧ ରେ ରତ ଥିଲେ। ଯୋରାମ ନିଜ ସଙ୍ଗ ରେ ସକ୍ସ୍ଟନା, ରୂପା ଓ ପିତ୍ତଳ ଉପହାରମାନ ମଧ୍ଯ ଆଣିଥିଲେ।
ଦାଉଦ ଗିବିଯୋନୀଯମାନଙ୍କୁ କହିଲେ, ମୁ ଇଶ୍ରାୟେଲର ପାପ ଦୂର କରିବା ପାଇଁ କ'ଣ କରିପାରିବି, ଯାହା ଫଳ ରେ ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ ଆଶୀର୍ବାଦ କରି ପାରିବ?
ସଦାପ୍ରଭୁ ଯେପରି ମାରେ ମହାରାଜାଙ୍କର ସହବର୍ତ୍ତା ହାଇେଅଛନ୍ତି, ସହେିପରି ସଦାପ୍ରଭୁ ଶ ଲୋମନଙ୍କର ମଧ୍ଯ ସହବର୍ତ୍ତୀ ହୁଅନ୍ତୁ। ରାଜା ଶ ଲୋମନଙ୍କର ରାଜ୍ଯ ମାରେ ମହାରାଜଙ୍କର ରାଜ୍ଯଠାରୁ ଅଧିକ ବଡ ଓ ଅଧିକ ଶକ୍ତିଶାଳୀ ହେଉ।
ତହିଁରେ ସମାନେେ ସ୍ବର୍ଗସ୍ଥ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ।
ତୁମ୍ଭେ ଯେତବେେଳେ ବିପଦରେ ପଡ଼ିଥାଅ, ସହେି ସଦାପଭ୍ରୁ ତୁମ୍ଭର ଡ଼ାକ ଶୁଣି ତୁମ୍ଭକୁ ସାହାୟ୍ଯ କରିବାକୁ ଆଗଇେ ଆସନ୍ତୁ। ୟାକୁବଙ୍କର ପରମେଶ୍ବର ତୁମ୍ଭକୁ ରକ୍ଷା କରନ୍ତୁ।
ସ୍ବାଗତ କରି କହିଲେ:
ବିଶ୍ବାସ କାରଣରୁ ହିଁ, ମଲାବେଳେ ଯାକୁବ, ଯୋଷଫଙ୍କେ ପ୍ରେତ୍ୟକକ ପୁତ୍ରକୁ ଆଶୀର୍ବାଦ କଲେ। ସେ ନିଜର ବାଡ଼ି ଉପରେ ନଇଁ ପଡ଼ି ପରମେଶ୍ବରଙ୍କୁ ଉପାସନା କଲେ।