ଆଦି ପୁସ୍ତକ 46:9 · ଓଡ଼ିଆ ବାଇବେଲ
ରୂବନଙ୍କେର ପୁତ୍ରମାନେ ହେଲେ: ହନୋକ୍, ପଲ୍ଲୁ, ହିଷ୍ରୋନ୍ ଓ କର୍ମି।
Cross references
ଆଦି ପୁସ୍ତକ 42:37
କିନ୍ତୁ ରୂବନେ ତା'ର ପିତାଙ୍କୁ କହିଲା, ପିତା, ମୁଁ ଯବେେ ତୁମ୍ଭ ପାଖକୁ ତାକୁ ନଆଣେ, ତବେେ ତୁମ୍ଭେ ମାରେ ଦୁଇ ପୁଅକୁ ବଧ କରିବ। ମାେ ହସ୍ତ ରେ ତାକୁ ସମର୍ପଣ କର। ମୁଁ ତାକୁ ପୁନର୍ବାର ତୁମ୍ଭ ପାଖ ରେ ଆଣି ଦବେି।
ଯାତ୍ରା ପୁସ୍ତକ 6:14
ଏହି ସମସ୍ତ ଲୋକ ଇଶ୍ରାୟେଲ ବଂଶ ମଧିଅରେ ମୁଖ୍ଯ ଥିଲେ। ଇଶ୍ରାୟେଲଙ୍କର ଜେଷ୍ଠ ପୁତ୍ର ରୁବନରେ ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି ଏହିପରି ଚାରି ପୁତ୍ର ଥିଲେ।
ଯାତ୍ରା ପୁସ୍ତକ 6:16
ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।
ଗଣନା ପୁସ୍ତକ 1:20
ରୂବନ୍େ ବଂଶଧର ଇଶ୍ରାୟେଲଙ୍କର ପ୍ରଥମ ଜାତ ସମାନଙ୍କେର କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଓ ସଂଖ୍ଯାଅନୁସାରେ ସୈନ୍ଯବାହୀନି ରେ ୟୋଗ ଦବୋ ପାଇଁ ଯୋଗ୍ଯ ତାଲିକା ଭୁକ୍ତକରାଗଲା।
ଗଣନା ପୁସ୍ତକ 26:7
ଏମାନେ ହେଲେ ରୁବନରେ ପରିବାରବର୍ଗ, ଗଣନା ପରେ ଏମାନଙ୍କର ସଂଖ୍ଯା ହେଲା 43 ,730
ପ୍ରଥମ ବଂଶାବଳୀ 5:3
ରୁବନ୍ଙ୍କେ ପୁତ୍ରମାନେ ଥିଲେ : ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମୀ।