ଆଦି ପୁସ୍ତକ 42:37 · ଓଡ଼ିଆ ବାଇବେଲ
କିନ୍ତୁ ରୂବନେ ତା'ର ପିତାଙ୍କୁ କହିଲା, ପିତା, ମୁଁ ଯବେେ ତୁମ୍ଭ ପାଖକୁ ତାକୁ ନଆଣେ, ତବେେ ତୁମ୍ଭେ ମାରେ ଦୁଇ ପୁଅକୁ ବଧ କରିବ। ମାେ ହସ୍ତ ରେ ତାକୁ ସମର୍ପଣ କର। ମୁଁ ତାକୁ ପୁନର୍ବାର ତୁମ୍ଭ ପାଖ ରେ ଆଣି ଦବେି।
Cross references
ଆଦି ପୁସ୍ତକ 43:9
ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା' ପାଇଁ ଦାଯି ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫରୋଇ ନଆଣେ ତବେେ ତୁମ୍ଭେ ମାେତେ ଜୀବନ ସାରା ଦୋଷ ଦବେ।
ଆଦି ପୁସ୍ତକ 44:32
ମୁଁ ଏହି ଭାଇ ପାଇଁ ଦାଯିତ୍ବ ନଇେଛି। ମୁଁ ମାରେ ପିତାଙ୍କୁ କହିଥିଲି, 'ଯଦି ମୁଁ ବିନ୍ଯାମୀନଙ୍କୁ ସାଙ୍ଗ ରେ ନ ନିଏ ତବେେ ସେ ମାେତେ ଜୀବନ ସାରା ଦୋଷ ବହନ କରିବ।'
ଆଦି ପୁସ୍ତକ 46:9
ରୂବନଙ୍କେର ପୁତ୍ରମାନେ ହେଲେ: ହନୋକ୍, ପଲ୍ଲୁ, ହିଷ୍ରୋନ୍ ଓ କର୍ମି।
ମୀଖା 6:7
ହଜାର ହଜାର ମଷେ ରେ କି ଅଯୁତ ତୈଳର ନଦୀ ରେ ସଦାପ୍ରଭୁ କ'ଣ ଆନନ୍ଦିତ ହବେେ? ମାରେ ଅପରାଧ ପାଇଁ କ'ଣ ମାରେ ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ବରୂପ ଦବେି? ମାରେ ଶରୀରର ଫଳ ସ୍ବରୂପ ସନ୍ତାନକୁ ମାରେ ପାପ ପାଇଁ କ'ଣ ପରିଶାଧେ କରିବି?