Home Bibles ଆଦି ପୁସ୍ତକ 45:13 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 45:13 · ଓଡ଼ିଆ ବାଇବେଲ

ତେଣୁ ତୁମ୍ଭମାନେେ ମାରେ ଏଠା ରେ ଐଶ୍ବର୍ୟ୍ଯାଦି ଯାହା ଦେଖୁଛ ତାହା ମାେ ପିତାଙ୍କୁ ଜଣାଅ। ମାରେ ଏଠା ରେ ଯାହା ଦେଖୁଛ ତାହା ସବୁ ମାରେ ପିତାଙ୍କୁ ୟାଇ କୁହ। ବର୍ତ୍ତମାନ ତୁମ୍ଭେ ଶିଘ୍ର ୟାଇ ମାରେପିତାଙ୍କୁ ଏଠାକୁ ଆଣ।

Cross references

ଯୋହନଲିଖିତ ସୁସମାଚାର 17:24

ହେ ପରମପିତା, ତୁମ୍ଭେ ମାେତେ ଯେଉଁ ଲୋକମାନଙ୍କୁ ଦଇେଛ, ମୁଁ ଗ୍ଭ ହେ, ମୁଁ ଥିବା ପ୍ରେତ୍ୟକକ ସ୍ଥାନ ରେ ସମାନେେ ମାେ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସମାନେେ ମାରେ ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମାେତେ ଦଇେଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହବୋ ପୂର୍ବରୁ ମାେତେ ପ୍ ରମେ କଲ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:14

ତେଣୁ ଯୋଷଫେ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡ଼କଇେ ଆଣିଲେ। ସମାନେେ ସମୁଦାୟ ସତୁରି ଜଣ ଥିଲେ।

ପିତରଙ୍କ ପ୍ରଥମ ପତ୍ 1:10

ଭବିଷ୍ଯଦ୍ ବକ୍ତାମାନେ ମନୋୟୋଗ ସହକା ରେ ଅଧ୍ଯୟନ କରି ଏହି ଉଦ୍ଧାର ବିଷୟ ରେ ଜାଣିବା ପାଇଁ ଚେଷ୍ଟା କଲେ। ସହେି ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟ ରେ କହିଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:23

ସହେି ନଗରୀକୁ ଆଲୋକ ଦବୋପାଇଁ ସୂର୍ୟ୍ଯ ବା ଚନ୍ଦ୍ରର ଆବଶ୍ଯକତା ନାହିଁ। ପରମେଶ୍ବରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମଷେଶାବକ ସହେି ନଗରୀର ପ୍ରଦୀପ ସ୍ବରୂପ।

Interlinear

Choose Theme