ଆଦି ପୁସ୍ତକ 44:25 · ଓଡ଼ିଆ ବାଇବେଲ
ଏହାପରେ, ଆମ୍ଭର ପିତା କହିଲେ, 'ତୁମ୍ଭମାନେେ ୟାଇ କିଛି ଖାଦ୍ୟ ଆମ୍ଭମାନଙ୍କ ପାଇଁ ଆଣ।'
Cross references
ଆଦି ପୁସ୍ତକ 43:2
ଯାକୁବର ପରବାର ମିଶରରୁ ଆଣିଥିବା ସମସ୍ତ ଖାଦ୍ୟ ଦ୍ରବ୍ଯ ଖାଇ ଦେଲେ। ଯେତବେେଳେ ସହେି ଶସ୍ଯସବୁ ସରିଗଲା। ଯାକୁବ ତା'ର ପୁତ୍ରମାନଙ୍କୁ କହିଲେ, ମିଶରକୁ ୟାଇ ଆମ୍ଭମାନଙ୍କ ପାଇଁ ଆଉ କିଛି ଶସ୍ଯ ଖାଇବା ପାଇଁ ଆଣ।
ଆଦି ପୁସ୍ତକ 43:5
ଯଦି ତୁମ୍ଭେ ବିନ୍ଯାମୀନଙ୍କୁ ଆମ ସହିତ ନ ପଠାଅ। ତବେେ ଆମ୍ଭେ ଆଉ ସଠାେକୁ ୟିବୁ ନାହିଁ। ସେ ଲୋକ ଆମ୍ଭକୁ ସତର୍କ କରାଇ ଦଇେଛି ଯେ ତୁମ୍ଭର ସାନଭାଇକୁ ନଆଣି ଏଠାକୁ ଆସିବ ନାହିଁ।