ଆଦି ପୁସ୍ତକ 44:24 · ଓଡ଼ିଆ ବାଇବେଲ
ତେଣୁ ଆମ୍ଭେ ପିତଙ୍କ ନିକଟକୁ ଫରେି ଗଲୁ ଓ ତୁମ୍ଭେ ଯାହା କହିଥିଲ, ତାଙ୍କୁ କହିଲୁ।
Cross references
ଆଦି ପୁସ୍ତକ 42:29
ଭାଇମାନେ ସମାନଙ୍କେର ପିତା ଯାକୁବଙ୍କ ନିକଟକୁ କିଣାନୀଯ ଦେଶକୁ ଫରେିଗଲେ। ସମାନେେ ଯାକୁବଙ୍କୁ, ଯକେି ତାଙ୍କର ପିତା, ତାଙ୍କୁ ସମସ୍ତ ବିଷଯ ଅବଗତ କରାଇଲେ।