Home Bibles ଆଦି ପୁସ୍ତକ 43:26 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 43:26 · ଓଡ଼ିଆ ବାଇବେଲ

ଯୋଷଫେ ଗୃହକୁ ପ୍ରବେଶ କଲେ, ଭାଇମାନେ ଆଣିଥିବା ଉପହାର ସବୁ ତାଙ୍କୁ ଦେଲେ। ଏହାପରେ ସମାନେେ ଯୋଷଫଙ୍କେୁ ଆଣ୍ଠୁମାଡ଼ି ଭୂମିଷ୍ଠ ପ୍ରଣାମ କଲେ।

Cross references

ଆଦି ପୁସ୍ତକ 27:29

ସବୁ ଲୋକ ତୁମ୍ଭର ସବୋ କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା'ର ସନ୍ତାନ ତୁମ୍ଭକୁ ମାନୁ।

ଆଦି ପୁସ୍ତକ 37:7

ଆମ୍ଭେ ସମସ୍ତେ କ୍ଷତେ ରେ କାର୍ୟ୍ଯ କରୁଥିଲୁ। ଆମ୍ଭେ କ୍ଷତେ ରେ ବିଡ଼ା ବାନ୍ଧୁଥିଲୁ। ତହିଁରେ ମୁଁ ଦେଖିଲି ମାରେ ବିଡ଼ା ଉଠି ଛିଡ଼ା ହେଲା। ତୁମ୍ଭମାନଙ୍କର ବିଡ଼ା ସବୁ ମାେ ବିଡ଼ାକୁ ଚାରିଆଡ଼େ ଘରେି ପ୍ରଣାମ କଲେ।

ଆଦି ପୁସ୍ତକ 37:9

ଏହାପରେ ଯୋଷଫେ ଅନ୍ୟ ଏକ ସ୍ବପ୍ନ ଦେଖିଲା ଏବଂ ସେ ତା'ର ଭାଇମାନଙ୍କୁ ଏହି ସ୍ବପ୍ନ ବିଷଯ ରେ କହିଲା। ଯୋଷଫେ କହିଲେ, ସୂର୍ୟ୍ଯ, ଚନ୍ଦ୍ର ଏବଂ ଏଗାରଟି ତାରା ମାେ ସମ୍ମୁଖ ରେ ନତ ହେଲେ।

ଆଦି ପୁସ୍ତକ 37:19

ଭାଇମାନେ ପରସ୍ପର କୁହା କୁହି ହେଲେ, ହଇେ ଦେଖ, ସ୍ବପ୍ନ ଦର୍ଶକ ଯୋଷଫେ ଆସୁଛି।

ଆଦି ପୁସ୍ତକ 42:6

ସହେି ସମୟରେ ମିଶର ରେ ଯୋଷଫେ ଅଧ୍ଯକ୍ଷ୍ଯ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ଯ କ୍ରଯ କରୁଥିଲେ ସମାନଙ୍କେୁ ଯୋଷଫେ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷଫେର ଭାଇମାନେ ଆସିଲେ ଏବଂ ସମାନଙ୍କେର ମୁଖ ଭୂମି ଆଡ଼କୁ କରି ଯୋଷଫେକୁ ପ୍ରଣାମ କଲେ।

ଆଦି ପୁସ୍ତକ 43:28

ଭାଇମାନେ ଉତ୍ତର ଦେଲେ, ହଁ, ମହାଶୟ ଆମ୍ଭର ପିତା ଏବେ ଜୀବିତ। ଏବଂ ସମାନେେ ପୁନ୍ନର୍ବାର ଯୋଷଫଙ୍କେୁ ପ୍ରଣାମ କଲେ।

ଗୀତସଂହିତା 72:9

ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହବେେ। ତାହାଙ୍କ ଶତ୍ରୁଗଣ ଅଧୋମୁଖ ହାଇେ ନତ ମସ୍ତକ ହବେେ।

ରୋମୀୟଙ୍କ ପ୍ରତି ପତ୍ର 14:11

ଶାସ୍ତ୍ର ରେ ଲଖାେ ଅଛି:

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:10

ଏପରି କରିବାର ଉଦ୍ଦେଶ୍ଯ ଥିଲା ଯେ ସ୍ବର୍ଗର, ପୃଥିବୀର ଓ ପାତାଳର ପ୍ରେତ୍ୟକକ ଲୋକ ଯେପରି ଯୀଶୁଙ୍କ ନାମ ଆଗ ରେ ମୁଣ୍ଡ ନୁଆଇଁବେ।

Interlinear

Choose Theme