Home Bibles ☰ Books ଆଦି ପୁସ୍ତକ 41:53 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 41:53 · ଓଡ଼ିଆ ବାଇବେଲ

ମିଶର ରେ ସାତବର୍ଷ ସୁର୍ଭିକ୍ଷର ଶଷେ ହେଲା।

Cross references

ଆଦି ପୁସ୍ତକ 41:29

ଦେଖନ୍ତୁ ସମସ୍ତ ଦେଶ ରେ ସାତବର୍ଷ ମହା ସୁଭିକ୍ଷା ଆସୁଅଛି।

ଗୀତସଂହିତା 73:20

ହେ ସଦାପ୍ରଭୁ, ସହେି ଲୋକମାନେ ରାତ୍ରିର ସ୍ବପ୍ନ ପରି, ୟାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ। ତୁମ୍ଭେ ଏପରି ଲୋକଙ୍କୁ ସ୍ବପ୍ନରେ ଦେଖିଥିବା ରାକ୍ଷସ ପରି ଅଦୃଶ୍ଯ କରିଦିଅ।

ଲୂକଲିଖିତ ସୁସମାଚାର 16:25

କିନ୍ତୁ ଅବ୍ରାହାମ କହିଲେ, 'ପୁଅ, ତୁ ଯେତବେେଳେ ବଞ୍ଚିଥିଲୁ, ସେତବେେଳେ କଥା ଟିକିଏ ମନେ ପକା। ତୁ ଜୀବନ ରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମ ରେ ଅଛି ଓ ତୁ ୟନ୍ତ୍ରଣା ଭୋଗୁଛୁ।

Interlinear

Choose Theme