Home Bibles ☰ Books ଆଦି ପୁସ୍ତକ 41:48 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 41:48 · ଓଡ଼ିଆ ବାଇବେଲ

ଯୋଷଫେ ସହେି ସାତ ବର୍ଷ ରେ ମିଶର ଦେଶ ରେ ଉତ୍ପନ୍ନ ଶସ୍ଯ ସଂଗ୍ରହ କରି ପ୍ରତି ନଗର ରେ ସଂଗ୍ରହ କଲେ। ଯେଉଁ ନଗରର ଚାରିଆଡ଼େ ଭୂମିରେ ଯେତେ ଶସ୍ଯ ଉତ୍ପନ୍ନ ହେଲା, ତାହା ସବୁ ସହେି ନଗର ରେ ସଂଗ୍ରହ ହେଲା।

Cross references

ଆଦି ପୁସ୍ତକ 41:34

ଏହାପରେ ତୁମ୍ଭେ ଆଉ କିଛି ଲୋକଙ୍କୁ ବାଛ ଯେ କି ଲୋକମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରନ୍ତୁ। ଏହିସବୁ ସୁର୍ଭିକ୍ଷ ସମୟରେ, ଲୋକମାନେ ତାଙ୍କ ଶଷ୍ଯର ଏକ ପଞ୍ଚମାଂଶ ଖାଦ୍ୟ ଦବେେ।

ଆଦି ପୁସ୍ତକ 41:35

ଏହି ପ୍ରକାର ରେ ଲୋକମାନେ ସେ ଉତ୍ତମ ସାତବର୍ଷ ମଧିଅରେ ଏହି ଖାଦ୍ୟ ସଂଗ୍ରହ କରି ରଖିବ। ଏହି ପ୍ରକାର ଖାଦ୍ୟ ସଂଗ୍ରହ କରି ତୁମ୍ଭ ନିଯନ୍ତ୍ରଣ ରେ ରଖ।

ଆଦି ପୁସ୍ତକ 47:21

ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶର ରେ ଚାରିଆଡ଼େ ଲୋକମାନେ ଫାରୋଙ୍କର ଦସ ହେଲେ।

Interlinear

Choose Theme