ଯେଉଁମାନେ କାରାଗାର ରେ ଥିଲେ, ଯୋଷଫେ ଫାରୋଙ୍କର ସବେକମାନଙ୍କୁ ପଚାରିଲେ, ତୁମ୍ଭମାନେେ କାହିଁକି ଆଜି ଭାରି ଚିନ୍ତିତ ଦଖାଯାେଉଛ?
Cross references
ସେ ଉତ୍ତର ରେ କହିଲେ, ମାରେ ହାତ ରେ ତିଆରି କରିଥିବା ପ୍ରତିମାମାନଙ୍କୁ ଓ ମାରେ ଯାଜକକକ୍ସ୍ଟ ତୁମ୍ଭମାନେେ ନଇେ ୟାଇଛ। ମାରେ ଆଉ କ'ଣ ବାକି ଅଛି? ଏବଂ ତଥାପି ତୁମ୍ଭେ ପଗ୍ଭରକ୍ସ୍ଟଛ, 'ସମସ୍ଯା କ'ଣ?'
ତା'ର ସ୍ବାମୀ ଇଲକାନା ପଗ୍ଭରକ୍ସ୍ଟ ଥିଲେ, ତୁମ୍ଭେ କାହିଁକି କାନ୍ଦକ୍ସ୍ଟଛ? ତୁମ୍ଭେ କାହିଁକି କିଛି ଖାଉନାହଁ? ତୁମ୍ଭେ କାହିଁକି ଦକ୍ସ୍ଟଃଖିତ। ମୁ ତୁମ୍ଭର ସ୍ବାମୀ, ତୁମ୍ଭେ ଭାବିବା ଉଚିତ୍ ଯେ ମୁ ତକ୍ସ୍ଟମ୍ଭ ପାଇଁ ତୁମ୍ଭର ଦଶ ଜଣ ପକ୍ସ୍ଟତ୍ର ପାଇବା ସକ୍ଷମ।
ସେ ଅମ୍ମାନେକକ୍ସ୍ଟ ପଗ୍ଭରିଲା, ତୁମ୍ଭେ କାହିଁକି ଦିନକକ୍ସ୍ଟ ଦିନ ଏପରି କ୍ଷୀଣ ହାଇେ ଯାଉଛ। ତୁମ୍ଭେ ମାେତେ କ'ଣ ତାହା କହିବ ନାହିଁ?
ଏଥି ରେ ରାଜା ମାେତେ ପଚାରିଲେ, ତୁମ୍ଭେ କ'ଣ ପୀଡିତ? ତୁମ୍ଭେ କାହିଁକି ଦୁଃଖିତ ଜଣା ପଡୁଛ? ମୁଁ ଭାବୁଛି ତୁମ୍ଭର ହୃଦଯ ଦୁଃଖପୂର୍ଣ୍ଣ ଅଛି।
ତା'ପରେ ଯୀଶୁଙ୍କୁ ପଚାରିଲେ, ତୁମ୍ଭମାନେେ କାହା ବିଷୟ ରେ କଥାବାର୍ତ୍ତା କରୁଛ? ଦୁଇଜଣ ଯାକ ଅଟକିଗଲେ। ସମାନଙ୍କେର ମୁହଁ ଅତ୍ଯନ୍ତ ଦୁଃଖିତ ଦଖାେ ଯାଉଥିଲା।