Home Bibles ଆଦି ପୁସ୍ତକ 4:24 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 4:24 · ଓଡ଼ିଆ ବାଇବେଲ

ଯବେେ କଯିନର ହତ୍ଯାର ପ୍ରତି ଶାଧେ ବହୁତ ହବେ। ତବେେ ମାେତେ ହତ୍ଯା କରିବାର ଦଣ୍ଡ ତା'ଠାରୁ ଅନକେ ଗୁଣ ରେ କଠାେର ହବେ।

Cross references

ଆଦି ପୁସ୍ତକ 4:15

ଏହାପରେ ସଦାପ୍ରଭୁ କଯିନକୁ କହିଲେ, ମୁଁ ଏପରି ଘଟିବାକୁ ଦବେି ନାହିଁ! ଯଦି କୌଣସି ଲୋକ ତୁମ୍ଭକୁ ହତ୍ଯା କରେ ତବେେ ମୁଁ ତାକୁ ଅଧିକରୁ ଅଧିକ ଦଣ୍ଡ ବିଧାନ କରିବି। ଏହାପରେ ସଦାପ୍ରଭୁ ପରମେଶ୍ବର କଯିନଙ୍କୁ ଏକ ଚି଼ହ୍ନଟ ଦେଲେ। ଚ଼ିହ୍ନଟି ଦର୍ଶାଇଲା ଯେ, କହେି ତାକୁ ମାରିବା ଉଚ଼ିତ୍ ନୁହେଁ।

ମାଥିଉଲିଖିତ ସୁସମାଚାର 18:22

ଯୀଶୁ କହିଲେ, ମୁଁ କହୁଛି, ତୁମ୍ଭେ ତାକୁ ନିଶ୍ଚିତ ରୂପରେ ସାତଥର ଠାରୁ ଅଧିକ ଥର କ୍ଷମା କରିବା ଉଚିତ। ଏପରିକି ଯଦି ସେ ସାତଗୁଣ ସତୁରି ଥର ପର୍ୟ୍ଯନ୍ତ ମଧ୍ଯ ତୁମ୍ଭ ପ୍ରତି ଅପରାଧ କରେ, ତବେେ ମଧ୍ଯ ତୁମ୍ଭେ କ୍ଷମା ଦବୋ ଜାରି ରଖ।

Interlinear

Choose Theme