Home Bibles ଆଦି ପୁସ୍ତକ 4:23 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 4:23 · ଓଡ଼ିଆ ବାଇବେଲ

ଲମେକ ତା'ର ସ୍ତ୍ରୀକୁ କହିଲା, ହେ ଆଦା ଓ ସିଲ୍ଲା, ମାେ କଥା ଶୁଣ! ହେ ଲମେକର ସ୍ତ୍ରୀଗଣ ତୁମ୍ଭମାନେ ମାେ କଥା ଶୁଣ ଜଣେ ଲୋକ ମାେତେ ଆଘାତ ଦଲୋ ତେଣୁ ମୁଁ ତାକୁ ମାରିଦଲେି। ଜଣେ ଶିଶୁ ମାେତେ ପ୍ରହାର କଲା ତେଣୁ ମୁଁ ତାକୁ ମାରିଦଲେି।

Cross references

ଯାତ୍ରା ପୁସ୍ତକ 20:13

ତୁମ୍ଭେ ନରହତ୍ଯା କରିବ ନାହିଁ।

ଲେବୀୟ ପୁସ୍ତକ 19:18

ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ବଷେ କରିବ ନାହିଁ। ବରଂ ଆପଣା ପ୍ରତିବେଶୀକୁ ଆତ୍ମାତୁଲ୍ଯ ପ୍ ରମେ କରିବ, ଆମ୍ଭେ ସଦାପ୍ରଭୁ।

ଗଣନା ପୁସ୍ତକ 23:18

ତା'ପରେ ବିଲିଯମ କହିଲେ,

ବିଚାରକର୍ତାମାନଙ୍କ ବିବରଣ 9:7

ୟୋଥମ୍ ଜାଣିବାକକ୍ସ୍ଟ ପାଇଲେ ଯେ, ନଗରର ସମସ୍ତ ଲୋକ ଶିଖମର ନତେୃବର୍ଗ ଅବୀମଲକେକକ୍ସ୍ଟ ସମାନଙ୍କେର ରାଜା କରିଛନ୍ତି। ଏକଥା ଶକ୍ସ୍ଟଣି ସେ ଗରିଷୀମ ପର୍ବତ ଉପରେ ଠିଆ ହାଇେ ଲୋକମାନଙ୍କୁ ଉଚ୍ଚସ୍ବର ରେ କହିଲେ, ତୁମ୍ଭେ ଶିଖିମ ନଗରର ନତେୃବର୍ଗଗଣ,

Interlinear

Choose Theme