ଆଦି ପୁସ୍ତକ 37:17 · ଓଡ଼ିଆ ବାଇବେଲ
ଏହାପରେ ସହେି ଲୋକଟି କହିଲା. ସମାନେେ ଏଠାରୁ ଚାଲି ଗଲଣେି। ସମାନେେ କହୁଥିବାର ମୁଁ ଶୁଣିଛି, ଆସ ଦୋଥାନକୁ ୟିବା। ତେଣୁ ଯୋଷଫେ ତାଙ୍କର ଭାଇମାନଙ୍କୁ ଅନୁସରଣ କରି ଦୋଥନ ରେ ୟାଇ ସମାନଙ୍କେୁ ସାକ୍ଷାତ କଲେ।
Cross references
ଦିତୀୟ ରାଜାବଳୀ 6:13
ତହୁଁ ଅରାମର ରାଜା କହିଲେ, ୟାଇ ଦେଖ, ସେ କେଉଁଠା ରେ ଅଛି? ମୁଁ ଲୋକ ପଠାଇ ତାକୁ ଆଣିବି।