ଆଦି ପୁସ୍ତକ 37:16 · ଓଡ଼ିଆ ବାଇବେଲ
ଯୋଷଫେ ଉତ୍ତର ଦଲୋ, ମୁଁ ମାରେ ଭାଇମାନଙ୍କୁ ଖୋଜୁଛି। ଦୟାକରି କହିବେ କି ସମାନେେ ପଶୁପଲଙ୍କ ସହିତ କେଉଁଠା ରେ ଅଛନ୍ତି।
Cross references
ପରମଗୀତ 1:7
ହେ ମାରେ ପ୍ରାଣର ପ୍ରିଯତମ, ତୁମ୍ଭେ କେଉଁଠା ରେ ଆପଣା ଗୋରୁଗାଈ ଚରାଉ ଅଛ। ମଧ୍ଯାହ୍ନ ରେ କେଉଁଠା ରେ ଶଯନ କରାଉ ଅଛ, ତାହା ମାେତେ ଜଣାଅ। ତୁମ୍ଭ ସାଙ୍ଗ ଗହଣ ରେ ମୁଁ କାହିଁକି ଜଣେ ଓଢ଼ଣା ଦେଉଥିବା ସ୍ତ୍ରୀ ଲୋକପରି ହବେି ?
ଲୂକଲିଖିତ ସୁସମାଚାର 19:10
ମନୁଷ୍ଯପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖାଜେିବାକୁ ଓ ସମାନଙ୍କେୁ ରକ୍ଷା କରିବାକୁ ଆସିଛନ୍ତି।