Home Bibles ଆଦି ପୁସ୍ତକ 32:6 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 32:6 · ଓଡ଼ିଆ ବାଇବେଲ

ଦୂତଗଣ ଯାକୁବ ପାଖକୁ ୟାଇ କହିଲେ, ଆମ୍ଭେ ତୁମ୍ଭର ଭାଇ ଏଷୌ ନିକଟକୁ ଗଲୁ। ସେ ତୁମ୍ଭକୁ ଭଟେିବାକୁ ଆସୁଛନ୍ତି ଓ ତାଙ୍କ ସହିତ 400 ଲୋକ ଅଛନ୍ତି।

Cross references

ଆଦି ପୁସ୍ତକ 27:40

ତୁମ୍ଭେ ଖଡ୍ଗଜୀବି ଓ ଆପଣା ଭ୍ରାତାର ଦାସ ହବେ। କିନ୍ତୁ ତୁମ୍ଭେ ଯେତବେେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦବେ, ତବେେ ତୁମ୍ଭେ ମୁକ୍ତି ପାଇବ।

ଆଦି ପୁସ୍ତକ 31:18

ତେଣୁ ସମାନେେ ଯାହା ପା୍ରପ୍ତ ହାଇେଥିଲେ ପଦ୍ଦନ ଅରାମ ରେ ସମସ୍ତ ଜୀବନ୍ତ ବସ୍ତ୍ର ଓ ସମ୍ପତ୍ତି ନେଲେ ଏବଂ ଚାଲିଗଲେ। ସମାନେେ ପ୍ରସ୍ଥାନ କଲେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କୀଣାନୀଯକୁ।

ଆଦି ପୁସ୍ତକ 32:8

ଯାକୁବ ଚିନ୍ତା କଲା, ଯଦି ଏଷୌ ଆସି ଗୋଟିଏ ଦଳକୁ ବିନାଶ କରେ, ତବେେ ଅନ୍ୟ ଦଳ ଦୌଡିୟାଇ ଜୀବନ ରକ୍ଷା କରିବେ।

ଆଦି ପୁସ୍ତକ 32:11

ମୁଁ ବିନତି କରୁଅଛି କୃପାକରି ମାେତେ ମାରେ ଭାଇଠାରୁ ରକ୍ଷା କର। ମାେତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ଯା କରିବ। ଏପରିକି ମା' ଓ ତାଙ୍କ ପିଲାମାନଙ୍କୁ ମଧ୍ଯ।

ଆଦି ପୁସ୍ତକ 33:1

ଅନନ୍ତର ଯାକୁବ ଏଲଷୗ ଆସୁଥିବାରସଦଖିଲଲ। ଏଲଷୗ ତାଙ୍କ ସହିତ ଚାରିଶହସଲାକଙ୍କୁ ଧରି ଆସୁଥିଲଲ। ଯାକୁବ ତା'ର ପରିବାରକୁ ଚାରି ଭାଗସର ବିଭକ୍ତ କଲା।ସଲୟା ଏବଂ ତା'ର ପିଲାମାଲନସଗାଟିଏ ଦଳସର ରହିଲଲ। ରାଲହଲ ଏବଂସଯାଲଷଫସଗାଟିଏ ଦଳସର ରହିଲଲ। ଦୁଇଦାସୀ ଏବଂ ତାଙ୍କର ପିଲାମାଲନ ଦୁଇସଗାଟି ଦଳସର ରହିଲଲ।

ଆଦି ପୁସ୍ତକ 33:8

ଏଲଷୗ କହିଲଲ, ମୁଁ ଆସିବା ସମୟଲରସଯଉଁମାନଙ୍କୁସଦଖିଲିସସମାଲନ କିଏ?ସସ ପଶୁଗୁଡ଼ିକ କାହା ନିମନ୍ଲତ ନଲଉଛନ୍ତି।

ଆଦି ପୁସ୍ତକ 33:15

ସତଣୁ ଏଲଷୗ କହିଲଲ, ତୁମ୍ଭର ସାହାୟ୍ଯ ପାଇଁ ମୁଁସମାରକିଛିସଲାକଙ୍କୁ ଛାଡ଼ି ଯାଉଛି।

ଆଦି ପୁସ୍ତକ 34:11

ଶିଖିମ ମଧ୍ଯ ଯାକୁବ ଓ ତାଙ୍କର ଭାଇମାନଙ୍କ ସହିତ କଥା ହେଲେ। ଶିଖିମ କହିଲେ, ଦୟାକରି ମାେତେ ଗ୍ରହଣ କର। ତୁମ୍ଭେ ଯାହା କହିବ ମୁଁ ତାହା କରିବାକୁ ପ୍ରସ୍ତୁତ।

ଆଦି ପୁସ୍ତକ 47:25

ଲୋକମାନେ କହିଲେ, ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭମାନେ ଫାରୋଙ୍କର ଦାସ ହବେୁ।

ରୂତର ବିବରଣ 2:2

ଦିନେ ଋତ ( ମାୟୋବ ଦେଶୀଯ) ନୟମୀକକ୍ସ୍ଟ କହିଲେ, ମୁ କ୍ଷତକେକ୍ସ୍ଟ ୟିବା ପାଇଁ ଗ୍ଭ ହେଁ। କହେି ମାେତେ ଅନକ୍ସ୍ଟଗ୍ରହ ଦଖାଇେପାରନ୍ତି। ଯଦି ୟିଏ କହେି ତା' ପଛ ରେ କିଛି ଶସ୍ଯ ଛାଡି ୟାଏ ମୁ ତାକକ୍ସ୍ଟ ସାଉଁଟି ଆଣିବି। ନୟମୀ କହିଲେ, ୟାଅ ମାରେକନ୍ଯା।

ରୂତର ବିବରଣ 2:13

ଏହାପରେ ଋତ ତାଙ୍କୁ କହିଲେ, ତୁମ୍ଭେ ମାେ ଉପରେ ବହକ୍ସ୍ଟତ ଦୟା ଦଖାଇେ ଅଛ। ମହାଶୟ, ମୁ ଆପଣଙ୍କର ଦାସୀ। ଏପରିକି ମୁ ଆପଣଙ୍କର ଏକ ଦାସୀ ସହିତ ସମାନ ନକ୍ସ୍ଟ ହେଁ, ତଥାପି ଆପଣ ମାେପ୍ରତି ବହକ୍ସ୍ଟତ ଦୟା ଓ କରୁଣା ଦଖାଇେଛନ୍ତି ଏବଂ ଆପଣ ଦୟାର କଥା ମାେତେ କହିଛନ୍ତି।

ପ୍ରଥମ ଶାମୁୟେଲ 1:18

ତା'ପରେ ସେ ଉତ୍ତର ଦଲୋ, ମୁ ତକ୍ସ୍ଟମ୍ଭ ଦାସୀ ତକ୍ସ୍ଟମ୍ଭ ଆଖି ରେ ଅନକ୍ସ୍ଟଗ୍ରହ ପ୍ରାଲ୍ଗ ହେଉ। ଆଉ ସେ (ସ୍ତ୍ରୀ) ଆପଣା ପଥରେ ଗଲେ ଓ ଭୋଜନ କଲେ ଏବଂ ତାଙ୍କର ମକ୍ସ୍ଟହଁ ଆଉ ବିଷର୍ଣ୍ଣ ହେଲା ନାହିଁ।

ଆମୋଷ 5:19

ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହବେ, ଯବେେ ତବେଳେେ ଜଣେ ବ୍ଯକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ବାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥ ରେ ହାତ ରଖି ବିଶ୍ରାମ ନବୋ ସମୟରେ ଦନ୍ତଘାତ ହୁଏ।

Interlinear

Choose Theme