Home Bibles ଆଦି ପୁସ୍ତକ 32:8 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 32:8 · ଓଡ଼ିଆ ବାଇବେଲ

ଯାକୁବ ଚିନ୍ତା କଲା, ଯଦି ଏଷୌ ଆସି ଗୋଟିଏ ଦଳକୁ ବିନାଶ କରେ, ତବେେ ଅନ୍ୟ ଦଳ ଦୌଡିୟାଇ ଜୀବନ ରକ୍ଷା କରିବେ।

Cross references

ଆଦି ପୁସ୍ତକ 33:1

ଅନନ୍ତର ଯାକୁବ ଏଲଷୗ ଆସୁଥିବାରସଦଖିଲଲ। ଏଲଷୗ ତାଙ୍କ ସହିତ ଚାରିଶହସଲାକଙ୍କୁ ଧରି ଆସୁଥିଲଲ। ଯାକୁବ ତା'ର ପରିବାରକୁ ଚାରି ଭାଗସର ବିଭକ୍ତ କଲା।ସଲୟା ଏବଂ ତା'ର ପିଲାମାଲନସଗାଟିଏ ଦଳସର ରହିଲଲ। ରାଲହଲ ଏବଂସଯାଲଷଫସଗାଟିଏ ଦଳସର ରହିଲଲ। ଦୁଇଦାସୀ ଏବଂ ତାଙ୍କର ପିଲାମାଲନ ଦୁଇସଗାଟି ଦଳସର ରହିଲଲ।

ମାଥିଉଲିଖିତ ସୁସମାଚାର 10:16

ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।

Interlinear

Choose Theme