Home Bibles ଆଦି ପୁସ୍ତକ 31:5 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 31:5 · ଓଡ଼ିଆ ବାଇବେଲ

ଯାକୁବ ରାହେଲ ଓ ଲୟୋକୁ କହିଲା, ମୁଁ ଦେଖୁଛି ଯେ, ତୁମ୍ଭର ପିତା ମାେତେ ଯେପରି ବ୍ଯବହାର କରୁଥିଲେ ସପରେି କରୁନାହାନ୍ତି। କିନ୍ତୁ ମାେ ପିତାଙ୍କର ପରମେଶ୍ବର ମାେ ସହିତ ଅଛନ୍ତି।

Cross references

ଆଦି ପୁସ୍ତକ 21:22

ଏହାପରେ ଅବିମଲକେ ଏବଂ ଫୀଖୋଲ୍ ନାମକ ଅବା୍ରହାମଙ୍କର ସନୋପତି ଅବ୍ରହାମଙ୍କୁ କହିଲେ, ପରମେଶ୍ବର ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ସହାୟ ଅଟନ୍ତି।

ଆଦି ପୁସ୍ତକ 26:24

ସହେି ରାତ୍ରି ରେ ସଦାପ୍ରଭୁ ଇସ୍ହାକକୁ କହିଲେ, ମୁଁ ତୁମ୍ଭର ପିତା ଅବ୍ରହାମର ପରମେଶ୍ବର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବା।

ଆଦି ପୁସ୍ତକ 31:2

ଏହାପରେ ଯାକୁବ ଜାଣି ପାରିଲା ଯେ ଲାବନ ପୂର୍ବପରି ତା' ସହିତ ବ୍ଯବହାର କରୁ ନାହିଁ।

ଆଦି ପୁସ୍ତକ 31:13

ମୁଁ ବେଥଲରେ ସହେି ପରମେଶ୍ବର। ଯେଉଁଠା ରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଠିଆ କରିଥିଲ। ଏବଂ ମାେ ପାଖ ରେ ଏକ ଶପଥ କରିଥିଲ। ବର୍ତ୍ତମାନ ଉଠ ଏବଂ ଏହି ଭୂମି ପରିତ୍ଯାଗ କର ଏବଂ ତୁମ୍ଭର ଗୃହକୁ ୟାଅ।'

ଆଦି ପୁସ୍ତକ 31:42

ମାହେର ପୂର୍ବପୁରୁଷଙ୍କ ପରମେଶ୍ବର ଅବ୍ରହାମଙ୍କ ପରମେଶ୍ବର ଓ ଇସ୍ହାକର ଭୟନାଶକ ପରମେଶ୍ବର ଯବେେ ମାେ ସହିତ ନଥାନ୍ତେ, ତବେେ ଅବଶ୍ଯ ଏବେ ତୁମ୍ଭେ ମାେତେ ତୁଚ୍ଛା ହାତ ରେ ବିଦାଯ କରିଥାନ୍ତ। ପରମେଶ୍ବର ମାରେ ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରି ରେ ତୁମ୍ଭକୁ ଧମକାଇଲେ।

ଆଦି ପୁସ୍ତକ 31:53

ଅବ୍ରହାମର ପରମେଶ୍ବର, ନାହାରରେ ପରମେଶ୍ବର ଓ ସମାନଙ୍କେର ପୂର୍ବପୁରୁଷଙ୍କ ପରମେଶ୍ବର ଆମ୍ଭ ଓ ତୁମ୍ଭ ମଧିଅରେ ବିଚାର କରିବେ।

ଆଦି ପୁସ୍ତକ 32:9

ସେତବେେଳେ ଯାକୁବ କହିଲା, ହେ ମାରେ ପିତା ଅବ୍ରହାମଙ୍କର ପରମେଶ୍ବର! ମାରେପିତା ଇସ୍ହାକର ପରମେଶ୍ବର! ହେ ସଦାପ୍ରଭୁ ତୁମ୍ଭେ ମାେତେ କହିଲ, ମାରେ ଜନ୍ମିତ ସ୍ଥାନକୁ ଫରେିୟିବା ପାଇଁ। ତୁମ୍ଭେ ମାରେ ସହାୟ ହବେ।

ଆଦି ପୁସ୍ତକ 48:15

ଅନନ୍ତର ଇଶ୍ରାୟେଲ ଯୋଷଫଙ୍କେୁ ଆଶୀର୍ବାଦ କରି କହିଲେ,

ଆଦି ପୁସ୍ତକ 50:17

ଯୋଷଫଙ୍କେୁ କୁହ ତୁମ୍ଭର ଭାଇମାନେ ତୁମ୍ଭ ଉପରେ ମନ୍ଦ କରି ଅଛନ୍ତି। ମାତ୍ର ତୁମ୍ଭେ ଅନୁଗ୍ରହ କରି ସମାନଙ୍କେର ସହେି ଅଧର୍ମ ଓ ପାପ ମାର୍ଜନା କରିବ।' ଏଣୁକରି ଆମ୍ଭମାନେେ ବିନଯ କରୁଅଛୁ, ତୁମ୍ଭେ ପୈତୃକ ପରମେଶ୍ବରଙ୍କ ଦାସଗଣର ଅଧର୍ମ ମାର୍ଜନା କର।

Interlinear

Choose Theme