Home Bibles ଆଦି ପୁସ୍ତକ 30:28 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 30:28 · ଓଡ଼ିଆ ବାଇବେଲ

ମାେତେ କହିବାକୁ ଦିଅ, ମାେତେ ତୁମ୍ଭକୁ କ'ଣ ଦବୋ ଉଚିତ। ଏବଂ ତାହା ମୁଁ ତୁମ୍ଭକୁ ଦବେି।

Cross references

ଆଦି ପୁସ୍ତକ 29:15

ଦିନେ ଲାବନ ଯାକୁବକୁ କହିଲେ, ତୁମ୍ଭେ ମାରେ କୁଟୁମ୍ବ ବୋଲି କଣ ବିନା ବର୍ତ୍ତନ ରେ ମାରେ ଦାସକର୍ମ କରିବ? ଏଣୁ କି ବର୍ତ୍ତନ ନବୋ? ତାହା କୁହ।

ଆଦି ପୁସ୍ତକ 29:19

ଲାବନ କହିଲା, ଅନ୍ୟକୁ ବିବାହ କରିବା ଅପେକ୍ଷା ସେ ତୁମ୍ଭକୁ ବିବାହ କଲେ ନିଶ୍ଚିତ ଭଲ ହବେ। ତେଣୁ ତୁମ୍ଭେ ମାେ ସହିତ ରୁହ।

Interlinear

Choose Theme