ଆଦି ପୁସ୍ତକ 29:15 · ଓଡ଼ିଆ ବାଇବେଲ
ଦିନେ ଲାବନ ଯାକୁବକୁ କହିଲେ, ତୁମ୍ଭେ ମାରେ କୁଟୁମ୍ବ ବୋଲି କଣ ବିନା ବର୍ତ୍ତନ ରେ ମାରେ ଦାସକର୍ମ କରିବ? ଏଣୁ କି ବର୍ତ୍ତନ ନବୋ? ତାହା କୁହ।
Cross references
ଆଦି ପୁସ୍ତକ 30:28
ମାେତେ କହିବାକୁ ଦିଅ, ମାେତେ ତୁମ୍ଭକୁ କ'ଣ ଦବୋ ଉଚିତ। ଏବଂ ତାହା ମୁଁ ତୁମ୍ଭକୁ ଦବେି।
ଆଦି ପୁସ୍ତକ 31:7
ତୁମ୍ଭର ପିତା ମାେତେ ପ୍ରତାରଣା କଲେ। ତୁମ୍ଭର ପିତା ମାରେ ବତନେ ଦଶଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କଲେ। ସେ ଲାବନକୁ ମାରେ କ୍ଷତି କରିବାକୁ ଦେଲେ ନାହିଁ।