Home Bibles ☰ Books ଦିତୀୟ ରାଜାବଳୀ 6:20 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 6:20 · ଓଡ଼ିଆ ବାଇବେଲ

ଯେତବେେଳେ ସମାନେେ ଶମରିଯା ରେ ପହନ୍ଚିଲେ, ଇଲୀଶାୟ କହିଲେ, ହେ ସଦାପ୍ରଭୁ, ଏମାନେ ଯେପରି ଦେଖି ପାରିବେ ଏଥିପାଇଁ ସମାନଙ୍କେ ଚକ୍ଷୁ ଖାଲିଦେିଅ।

Cross references

ଗଣନା ପୁସ୍ତକ 22:31

ଏଥି ରେ ସଦାପ୍ରଭୁ ବିଲିଯମର ଚକ୍ଷୁ ଖାଲିେ ଦେଲେ ଏବଂ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧିଅରେ ଖଡ୍ଗ ଧାରଣ କରି ଛିଡା ହାଇେଥିବା ଦେଖିଲା। ତହିଁରେ ସେ ହତାଶ ହାଇେ ଭୂମିରେ ପଡି ଗଲା।

ବିଚାରକର୍ତାମାନଙ୍କ ବିବରଣ 20:40

କିନ୍ତୁ ହଠାତ୍ ଏକ ଧୂଆଁର ବାଦଲ ସହର ଉପରେ ଉଠିଲା। ବିନ୍ଯାମୀନର ସୈନ୍ଯମାନେ ବକ୍ସ୍ଟଲିକରି ଚାହିଁଲେ ଏବଂ ଦେଖିଲେ କ'ଣ ସବୁ ଗ୍ଭଲକ୍ସ୍ଟଛି। ସମାନେେ ଦେଖିଲେ ଯେ, ବକ୍ସ୍ଟଲି ଦେଖନ୍ତିତ ନଗର ରେ ନିଆଁ ଜଳକ୍ସ୍ଟଛି।

ଦିତୀୟ ରାଜାବଳୀ 6:17

ତା'ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ମୁଁ ବିନଯ କରୁଛି, ମାରେ ସବେକର ଆଖି ଖାଲିେ ଦିଅ, ଯେପରି ସେ ଦେଖିପାରିବ।

ଲୂକଲିଖିତ ସୁସମାଚାର 16:23

ତାହାକୁ ନର୍କକୁ ପଠାଇ ଦିଆଗଲା। ସଠାେରେ ସେ ବହୁତ ୟନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳ ରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂର ରେ ଦେଖିଲା।

ଲୂକଲିଖିତ ସୁସମାଚାର 24:31

ସହେି ସମୟରେ ସହେି ଦୁଇଜଣଙ୍କର ଚକ୍ଷୁ ଖାଲିଦେିଆଗଲା ଓ ସମାନେେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସମାନଙ୍କେ ସାମନାରୁ ଅଦୃଶ୍ଯ ହାଇଗେଲେ।

Interlinear

Choose Theme