Home Bibles ଆଦି ପୁସ୍ତକ 26:35 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 26:35 · ଓଡ଼ିଆ ବାଇବେଲ

ଏହି ବିବାହ ଇସ୍ହାକ ରିବିକାଙ୍କୁ ବହୁତ ବିବ୍ରତ କଲା।

Cross references

ଆଦି ପୁସ୍ତକ 6:2

ପରମେଶ୍ବରଙ୍କର ପୁତ୍ରଗଣ ଦେଖିଲେ,

ଆଦି ପୁସ୍ତକ 27:46

ଏହାପରେ ରିବିକା ଇସ୍ହାକକୁ କହିଲେ, ତୁମ୍ଭର ପୁତ୍ର ଏଷୌ ହିତ୍ତୀଯ କନ୍ଯାକୁ ବିବାହ କଲା, ଏହା ମାରେ ପ୍ରାଣକୁ କଷ୍ଟ ଦେଉଅଛି। କାହିଁକି? କାରଣ ସମାନେେ ଆମ୍ଭର ଲୋକ ନୁହଁନ୍ତି। ଯଦି ଯାକୁବ ଏହି ଦେଶର କନ୍ଯାକୁ ବିବାହ କରେ ତବେେ ମୁଁ ମରିୟିବି।

ଆଦି ପୁସ୍ତକ 28:8

ଏଷୌ ଏକଥା ଜାଣିଲେ ଯେ ତାଙ୍କର ପିତା ଚାହୁଁ ନାହାଁନ୍ତି ତାଙ୍କର ପୁତ୍ର କିଣାନୀଯ କନ୍ଯାକୁ ବିବାହ କରନ୍ତୁ।

Interlinear

Choose Theme