ଆଦି ପୁସ୍ତକ 26:13 · ଓଡ଼ିଆ ବାଇବେଲ
ଇସ୍ହାକ ପାଇବାକୁ ଲାଗିଲେ। ଅଧିକରୁ ଅଧିକ ଧନୀ ହେଲେ ୟୋ ପର୍ୟ୍ଯନ୍ତ ସେ ଅଧିକ ଧନଶାଳୀ ହେଲେ।
Cross references
ଆଦି ପୁସ୍ତକ 13:2
ଅବ୍ରାମ ପଶୁ ଓ ସୁନାରୂପା ରେ ଅତି ଧନବାନ ଥିଲେ।
ଆଦି ପୁସ୍ତକ 24:35
ସଦାପ୍ରଭୁ ମାରେ ପ୍ରଭୁଙ୍କୁ ସବୁ କ୍ଷେତ୍ର ରେ ଅତିଶଯ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହାଇେଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମଷେ, ମୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦଇେଛନ୍ତି।
ଗୀତସଂହିତା 112:3
ସହେି ଲୋକର ପରିବାର ଧନଶାଳୀ ହବେେ ଏବଂ ତା'ର ଧର୍ମ ଚିରକାଳସ୍ଥାଯୀ ହବେ।
ହିତୋପଦେଶ 10:22
ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ୍ କରେ, ପୁଣି ତାହା ଦୁଃଖ ନିବାରଣ କରେ।