Home Bibles ଆଦି ପୁସ୍ତକ 25:32 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 25:32 · ଓଡ଼ିଆ ବାଇବେଲ

ଏଷୌ ଉତ୍ତର ଦଲୋ, ଦେଖ ମୁଁ ମଲା ପରି, ଜ୍ଯଷ୍ଠୋଧିକାର ରେ ମାରେ କି ଲାଭ? ତେଣୁ ମୁଁ ଏହା ତୁମ୍ଭକୁ ଦବେି।

Cross references

ଯାତ୍ରା ପୁସ୍ତକ 22:9

ପୁଣି ସର୍ବପ୍ରକାର ଅଧର୍ମ ବିଷଯ ରେ, ଅର୍ଥାତ୍ ଗୋରୁ କି ଗଧ, ମଷେ କିଅବା ବସ୍ତ୍ର ଯେକୌଣସି ହଜିଲା ଦ୍ରବ୍ଯ ବିଷଯ ରେ ଯବେେ କହେି କ ହେ, ଏହା ସହେି ଦ୍ରବ୍ଯ ଏବଂ ଅନ୍ୟ ଜଣେ କହିବ, 'ନା ଏହା ତାହା ନୁହେଁ' ତବେେ ଉଭୟ ପକ୍ଷଙ୍କ କଥା ପରମେଶ୍ବରଙ୍କ ସାକ୍ଷାତ ରେ ଉପସ୍ଥିତ ହବେ, ତହିଁରେ ପରମେଶ୍ବର ଯାହାକୁ ଦୋଷୀ ବିଚାର କରିବେ ସେ ଆପଣା ପଡ଼ୋଶୀକୁ ଦୁଇଗୁଣ ଦବେ।

ଆୟୁବ ପୁସ୍ତକ 21:15

ଦୁଷ୍ଟ ଲୋକମାନେ କହନ୍ତି, 'ସର୍ବଶକ୍ତିମାନ ପରମେଶ୍ବର କିଏ ଯେ, ଆମ୍ଭେ ତାଙ୍କର ସବୋ କରିବୁ ବୋଲି। ତାଙ୍କ ନିକଟରେ ପ୍ରାର୍ଥନା କଲେ ଆମ୍ଭେ କି ଲାଭ ପାଇବା।'

ଆୟୁବ ପୁସ୍ତକ 22:17

ସହେି ଲୋକମାନେ ପରମେଶ୍ବରଙ୍କୁ କହିଥିଲେ, 'ଆମ୍ଭକୁ ଏକା ଛାଡ଼ି ଦିଅ ! ପରମେଶ୍ବର ସର୍ବଶକ୍ତିମାନ ଆମ୍ଭକୁ କିଛି କରିପାରନ୍ତି ନାହିଁ।'

ଆୟୁବ ପୁସ୍ତକ 34:9

ମୁଁ ଏହା କାହିଁକି କହିଲି। କାରଣ ଆୟୁବ କହୁଛି, 'ଜଣେ ଯଦି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ସେ ଲାଭ ପାଏ ନାହିଁ।'

ମଲାଖୀ 3:14

ତୁମ୍ଭମାନେେ କହିଲ, ପରମେଶ୍ବରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯା ପାଳନ କରିଥିଲୁ ମାତ୍ର ଆମ୍ଭମାନେେ କିଛି ଉପକୃତ ହେଲୁନାହିଁ। ଆମ୍ଭମାନେେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା'ର ଫଳ କିଛି ହେଲା ନାହିଁ।

Interlinear

Choose Theme