Home Bibles ଆୟୁବ ପୁସ୍ତକ 34:9 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 34:9 · ଓଡ଼ିଆ ବାଇବେଲ

ମୁଁ ଏହା କାହିଁକି କହିଲି। କାରଣ ଆୟୁବ କହୁଛି, 'ଜଣେ ଯଦି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ସେ ଲାଭ ପାଏ ନାହିଁ।'

Cross references

ଆୟୁବ ପୁସ୍ତକ 9:22

ମୁଁ ନିଜକୁ କ ହେ, 'ସମସ୍ତଙ୍କ ପ୍ରତି ସମାନ ଘଟଣା ଘଟେ। ନିରୀହ ଲୋକ ମଧ୍ଯ ଦୋଷୀ ବ୍ଯକ୍ତିଭଳି ମରନ୍ତି। ପରମେଶ୍ବର ସମସ୍ତଙ୍କୁ ସଂହାର କରନ୍ତି।'

ଆୟୁବ ପୁସ୍ତକ 9:30

ଯଦି ମୁଁ ବରଫ ରେ ନିଜକୁ ଧୌତ କରେ। ମୁଁ ହାତଗୁଡ଼ିକୁ ସାବୁନ ରେ ଧୋଇ ସଫା କରେ।

ଆୟୁବ ପୁସ୍ତକ 21:14

କିନ୍ତୁ ଦୁଷ୍ଟ ଲୋକମାନେ ପରମେଶ୍ବରଙ୍କୁ କହିଲେ, 'ଆମ୍ଭକୁ ଏକା ଛାଡ଼ିଦିଅ। ତୁମ୍ଭେ ଯାହା କରିବାକୁ ଚାହୁଁଛ ଆମ୍ଭେ ତାହା ଖାତିର୍ କରୁନାହୁଁ।'

ଆୟୁବ ପୁସ୍ତକ 21:15

ଦୁଷ୍ଟ ଲୋକମାନେ କହନ୍ତି, 'ସର୍ବଶକ୍ତିମାନ ପରମେଶ୍ବର କିଏ ଯେ, ଆମ୍ଭେ ତାଙ୍କର ସବୋ କରିବୁ ବୋଲି। ତାଙ୍କ ନିକଟରେ ପ୍ରାର୍ଥନା କଲେ ଆମ୍ଭେ କି ଲାଭ ପାଇବା।'

ଆୟୁବ ପୁସ୍ତକ 21:30

ବିପଦ ଆସିଲେ ବି ଦୁଷ୍ଟ ଲୋକମାନେ ରକ୍ଷାପାଇ ୟାଆନ୍ତି। ପରମେଶ୍ବର ରାଗ କଲେ ବି ସମାନେେ ବର୍ତ୍ତି ୟାଆନ୍ତି।

ଆୟୁବ ପୁସ୍ତକ 22:3

ତୁମ୍ଭେ ଯେ ଜଣେ ଧାର୍ମିକ ଅଟ ଏହା କ'ଣ ପରମେଶ୍ବରଙ୍କ ସୁଖର କାରଣ ଅଟେ ? ନାଁ, ତାଦ୍ବାରା ସର୍ବଶକ୍ତିମାନ ପରମେଶ୍ବର କ'ଣ କିଛି ଲାଭ ପାଆନ୍ତି ଯଦି ତୁମ୍ଭେ ତାଙ୍କୁ ଅନୁସରଣ କର। ନାଁ !

ଆୟୁବ ପୁସ୍ତକ 22:17

ସହେି ଲୋକମାନେ ପରମେଶ୍ବରଙ୍କୁ କହିଥିଲେ, 'ଆମ୍ଭକୁ ଏକା ଛାଡ଼ି ଦିଅ ! ପରମେଶ୍ବର ସର୍ବଶକ୍ତିମାନ ଆମ୍ଭକୁ କିଛି କରିପାରନ୍ତି ନାହିଁ।'

ଆୟୁବ ପୁସ୍ତକ 27:10

ସହେି ଲୋକ କ'ଣ ସର୍ବଶକ୍ତିମାନଙ୍କୁ ଗୁହାରି କରି ଆନନ୍ଦ ଅନୁଭବ କରିବ। ସେ ସବୁ ସମୟରେ ପରମେଶ୍ବରଙ୍କୁ ଡ଼ାକିବା ଉଚିତ ଥିଲା।

ଆୟୁବ ପୁସ୍ତକ 35:3

ଏବଂ ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ ପଚାର, 'ଯଦି ଜଣେ ତାଙ୍କୁ ଖୁସି କରିବାକୁ ଚେଷ୍ଟା କରେ, ସେ କ'ଣ ଲାଭ ପାଇବ। ମୁଁ ଯଦି ପାପ ନ କରେ, ତା' ହେଲେ ମାରେ କି ଉପକାର ସାଧିତ ହବେ।'

ଗୀତସଂହିତା 37:4

ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।

ଯିଶାଇୟ 58:3

ସମାନେେ କୁହନ୍ତି, ଆମ୍ଭେ ତୁମ୍ଭକୁ ଭକ୍ତି କରିବା ପାଇଁ ଉପବାସ କରିଅଛୁ, ମାତ୍ର ତୁମ୍ଭେ କାହିଁକି ଦୃଷ୍ଟି କରୁ ନାହଁ ? ଆମ୍ଭମାନେେ କାହିଁକି ଆପଣା ପ୍ରାଣକୁ କ୍ଲେଶ ଦଇେଅଛୁ ଓ ତୁମ୍ଭେ ମନୋୟୋଗ କରୁ ନାହଁ ?

ମଲାଖୀ 3:14

ତୁମ୍ଭମାନେେ କହିଲ, ପରମେଶ୍ବରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯା ପାଳନ କରିଥିଲୁ ମାତ୍ର ଆମ୍ଭମାନେେ କିଛି ଉପକୃତ ହେଲୁନାହିଁ। ଆମ୍ଭମାନେେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା'ର ଫଳ କିଛି ହେଲା ନାହିଁ।

Interlinear

Choose Theme