କିନ୍ତୁ ଯଦି ସରେି ଝିଅ ତୁମ୍ଭ ସହିତ ଆସିବା ପାଇଁ ମନା କରେ, ତବେେ ତୁମ୍ଭେ ତୁମ୍ଭର ପ୍ରତିଜ୍ଞାରୁ ମୁକ୍ତ ହବେ। କିନ୍ତୁ ତୁମ୍ଭେ ମାରେ ପୁତ୍ରକୁ ସହେି ସ୍ଥାନକୁ ନିଅ ନାହିଁ।
Cross references
ମାରେ ଜନ୍ମସ୍ଥାନକୁ ୟାଅ ଇସ୍ହାକ ପାଇଁ ଏକ ପତ୍ନୀ ଧରି ଆସ।
ଯଦି ତା'ର ପିତା, ସେ କରିଥିବା ପ୍ରତିଜ୍ଞା ଓ ଶପଥ ପାଇଁ ଆପତ୍ତି କରେ, ସଗେୁଡିକ ପାଳନ କରାୟିବ ନାହିଁ। ସଦାପ୍ରଭୁ ତାକୁ କ୍ଷମା କରି ଦବେେ, ଯେ ହତେୁ ତା'ର ପିତା ତାକୁ ଏହା କରିବା ପାଇ ମନା କଲେ।
ମାତ୍ର ଯଦି ତା'ର ସ୍ବାମୀ ଏ ବିଷଯ ରେ ଶୁଣେ ଓ ତାହାକୁ ତା'ର ପ୍ରତିଜ୍ଞା ତା'କୁ ପାଳନ କରିବାକୁ ବାରଣ କରେ, ତବେେ କରାୟାଇଥିବା ପ୍ରତିଜ୍ଞା ବାତିଲ ହୁଏ ଓ ସଦାପ୍ରଭୁ ଏଥିପାଇଁ ତାକୁ କ୍ଷମା କରନ୍ତି।
ସମାନେେ ସ୍ତ୍ରୀ ଲୋକଟିକକ୍ସ୍ଟ କହିଲେ, ଆମ୍ଭେ ତୁମ୍ଭକୁ କଥା ଦଇେଛକ୍ସ୍ଟ। ଗୋଟିଏ କାମ କର ନଚେତ୍ ଆମ୍ଭେ ଆପଣା ପ୍ରତିଜ୍ଞାରକ୍ସ୍ଟ ମକ୍ସ୍ଟକ୍ତ ହାଇେ ପାରିବକ୍ସ୍ଟ।
ଆମ୍ଭମାନେେ ଏହି ଲୋକମାନଙ୍କ ପ୍ରତି ଏହା କରିବା, ଆମ୍ଭେ ସମାନଙ୍କେୁ ଜୀବିତ ରଖିବା, ଆମ୍ଭମାନେେ ଏହି ଲୋକମାନଙ୍କ ସହିତ ଚକ୍ସ୍ଟକ୍ତି କରିଅଛକ୍ସ୍ଟ ଏବଂ ଯଦି ଆମ୍ଭେ ଏହାକକ୍ସ୍ଟ ଭଂଗ କରୁ, ସଦାପ୍ରଭୁ ଆମ୍ଭମାନଙ୍କ ଉପରେ ରାଗିବେ।
ତୁମ୍ଭେ ସତ୍ଯକୁ ଜାଣିବ ଓ ସହେି ସତ୍ଯ ତୁମ୍ଭକୁ ମୁକ୍ତ କରିବ।
ସେ ଉତ୍ତର ଦେଲେ, ମାରେ ଯିହୂଦୀ ପିତାମାନେ ଓ ଭାଇମାନେ, ମାେ କଥା ଶୁଣ। ଆମ୍ଭର ପିତା ଅବ୍ରାହାମ ହାରୋଣ ନଗର ରେ ବାସ କରିବା ପୂର୍ବରୁ ଯେତବେେଳେ ମସପେତାମିଆ ରେ ଥିଲେ, ସେତବେେଳେ ଗୌରବମୟ ପରମେଶ୍ବର ତାହାଙ୍କୁ ଦର୍ଶନ ଦଇେ କହିଲେ,