Home Bibles ଆଦି ପୁସ୍ତକ 24:41 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 24:41 · ଓଡ଼ିଆ ବାଇବେଲ

କିନ୍ତୁ ତୁମ୍ଭେ ଯଦି ୟାଅ ମାରେ ବନ୍ଧୁବାନ୍ଧବମାନଙ୍କ ପାଖକୁ ୟାଅ, ଆଉ ସମାନେେ ଯଦି ମନା କରିବେ ମାେ ପୁତ୍ର ପାଇଁ କନ୍ଯା ଦବୋପାଇଁ, ତବେେ ତୁମ୍ଭେ ତୁମ୍ଭ ପ୍ରତିଜ୍ଞାରୁ ମୁକ୍ତ ହବେ।

Cross references

ଆଦି ପୁସ୍ତକ 24:8

କିନ୍ତୁ ଯଦି ସରେି ଝିଅ ତୁମ୍ଭ ସହିତ ଆସିବା ପାଇଁ ମନା କରେ, ତବେେ ତୁମ୍ଭେ ତୁମ୍ଭର ପ୍ରତିଜ୍ଞାରୁ ମୁକ୍ତ ହବେ। କିନ୍ତୁ ତୁମ୍ଭେ ମାରେ ପୁତ୍ରକୁ ସହେି ସ୍ଥାନକୁ ନିଅ ନାହିଁ।

ଦିତୀୟ ବିବରଣ 29:12

ତୁମ୍ଭମାନେେ ସମସ୍ତେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠାରେ ଚକ୍ସ୍ଟକ୍ତି କରିବା ପାଇଁ ଏଠା ରେ ଛିଡା ହାଇେଛ। ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଆଜି ଏହି ଚକ୍ସ୍ଟକ୍ତି କରୁଛନ୍ତି।

Interlinear

Choose Theme