ଅବ୍ରହାମ ଉତ୍ତର ଦଲୋ, ମୁଁ ଯେ ଏହି କୂପ ଖାେଳିଅଛି ତହିଁର ପ୍ରମାଣ ନିମନ୍ତେ ମାଠାରୁେ ଏହି ସାତଟା ମଷେ ବତ୍ସା ନବୋକୁ ହବେ।
Cross references
ଇସ୍ହାକ ପୂନର୍ବାର ସହେି କୂପମାନ ଖୋଳାଇଲେ, ଯାହା ପଲେଷ୍ଟୀୟଙ୍କ ଦ୍ବାରା ପୋତା ୟାଇଥିଲା। ଯେଉଁ କୂପଗୁଡ଼ିକ ତାଙ୍କ ପିତା ବଞ୍ଚିଥିଲା ବେଳେ ଖୋଳା ୟାଇଥିଲା। ସେ ସହେି ନାମ ବ୍ଯବହାର କଲେ, ଯାହା ତାଙ୍କ ପିତା ବ୍ଯବହାର କରିଥିଲେ।
ତେଣୁ ଆମ୍ଭେ ଦୁ ହେଁ ଚୁକ୍ତି ସ୍ଥିର କରିବା, ତାହା ଆମ୍ଭମାନଙ୍କର ସାକ୍ଷୀ ହବେ।
ମୁଁ ଅହିତ କରିବା ପାଇଁ ଏହି ରାଶି ପାର ହାଇେ ତୁମ୍ଭ ନିକଟକୁ ୟିବି ନାହିଁ। ତୁମ୍ଭେ ମଧ୍ଯ ଏହାକୁ ପାର ହାଇେ ମାେ ନିକଟକୁ ଆସିବ ନାହିଁ। ଏଥିର ସାକ୍ଷୀ ଏହି ରାଶି ଓ ଏଥିର ସାକ୍ଷୀ ଏହି ସ୍ତମ୍ଭ।
ଏହାର ବାସ୍ତବ କାରଣ ହେଲା, ଆମ୍ଭମାନେେ ଏ ୟଜ୍ଞବଦେୀ ଆମ୍ଭମାନଙ୍କର ଭବିଷ୍ଯତ ବଂଶଧରଗଣଙ୍କ ପାଇଁ ତିଆରି କରିଛକ୍ସ୍ଟ କାରଣ ସମାନେେ ଏହା ଦେଖିଲାପରେ ଜାଣି ପାରିବେ ଯେ ତୁମ୍ଭମାନେେ ଯେଉଁ ସଦାପ୍ରଭୁଙ୍କ ଉପାସନା କରୁଅଛ ଆମ୍ଭମାନେେ ମଧ୍ଯ ସହେି ସଦାପ୍ରଭୁଙ୍କୁ ଉପାସନା କରୁଅଛକ୍ସ୍ଟ। ଏହି ୟଜ୍ଞବଦେୀ ତୁମ୍ଭମାନଙ୍କ ପାଇଁ, ଆମ୍ଭମାନଙ୍କ ପାଇଁ ଓ ଆମ୍ଭର ଭବିଷ୍ଯତ ବଂଶଧରମାନଙ୍କ ପାଇଁ ପ୍ରମାଣ ରହିବ ଯେ, ଆମ୍ଭମାନେେ ସଦାପ୍ରଭୁଙ୍କୁ ଉପାସନା କରୁ। ଆମ୍ଭେ ଶସ୍ଯ ନବୈେଦ୍ଯ, ସହଭାଗିତାର ନବୈେଦ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବକ୍ସ୍ଟ। ତେଣୁ ଭବିଷ୍ଯତ ରେ ତୁମ୍ଭମାନଙ୍କର ପିଲାମାନେ ଆମ୍ଭ ଲୋକମାନଙ୍କୁ କହିବେ ନାହିଁ ଯେ, ତୁମ୍ଭର ସଦାପ୍ରଭୁଙ୍କ ସହିତ କିଛି କରିବାର ନାହିଁ।
ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳ ରେ ସାକ୍ଷୀ ହବେ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ କଥା କହିଥିଲେ, ପ୍ରେତ୍ୟକକ କଥାକକ୍ସ୍ଟ ଏହା ଶକ୍ସ୍ଟଣି ଅଛି। ତେଣୁ ଏହା ସାକ୍ଷୀ ହାଇେ ଠିଆ ହବେ, ଯାହା ଫଳ ରେ ତୁମ୍ଭେ ସଦାପଭକ୍ସ୍ଟ ତୁମ୍ଭମାନଙ୍କ ପରମେଶ୍ବର ବିରକ୍ସ୍ଟଦ୍ଧ ରେ ୟାଅନାହିଁ।