Home Bibles ଆଦି ପୁସ୍ତକ 2:21 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 2:21 · ଓଡ଼ିଆ ବାଇବେଲ

ତା'ପରେ ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ ଘାରେ ନିଦ୍ରା ରେ ଶୁଆଇ ଦେଲେ। ସେ ତା'ର ଶରୀରରୁ ଖଣ୍ଡେ ପଞ୍ଜରା ନେଲେ ଏବଂ ସହେି କ୍ଷତ ବନ୍ଦ କରି ଦେଲେ।

Cross references

ଆଦି ପୁସ୍ତକ 15:12

ଯେତବେେଳେ ସୂର୍ୟ୍ଯାସ୍ତ ହେଉଥିଲା ଅବ୍ରାମ ଘାରେ ନିଦ୍ରା ରେ ଶାଇେ ପଡ଼ିଲେ ଏବଂ ହଠାତ୍ ତାଙ୍କ ଉପରକୁ ଏକ ଭୟଙ୍କର ଅନ୍ଧକାର ଆସିଲା ଓ ସେ ଆତଙ୍କିତ ହାଇଗେଲେ।

ପ୍ରଥମ ଶାମୁୟେଲ 26:12

ତେଣୁ ଦାଉଦ ଶାଉଲଙ୍କ ପାଖ ରେ ଥିବା ପାଣିପାତ୍ର ବର୍ଚ୍ଛାକକ୍ସ୍ଟ ସାଙ୍ଗ ରେ ଆଣିଲେ ଓ ତା'ପରେ ଦାଉଦ ଓ ଅବୀଶଯ ସେ ସ୍ଥାନ ପରିତ୍ଯାଗ କରି ଆସିଲେ। କୌଣସି ଲୋକ ଜାଣିପାରିଲେ ନାହିଁ କ'ଣ ସବୁ ଘଟିଗଲା। କୌଣସି ଲୋକ ଏହାକକ୍ସ୍ଟ ଦେଖି ନଥିଲେ। କୌଣସି ଲୋକ ମଧ୍ଯ ନିଦରକ୍ସ୍ଟ ଉଠି ନ ଥିଲେ। ଶାଉଲ ଏବଂ ତାଙ୍କର ସମସ୍ତ ସୈନ୍ଯ ଶାଇେ ପଡିଥିଲେ। କାରଣ ସଦାପ୍ରଭୁ ତାଙ୍କୁ ଗଭୀର ନିଦ୍ରା ଦଇେଥିଲେ।

ଆୟୁବ ପୁସ୍ତକ 4:13

ରାତ୍ରିର ଗୋଟିଏ ଖରାପ ସ୍ବପ୍ନ ଭଳି ଏହା ମାରେ ନିଦ୍ରାକୁ ନଷ୍ଟ କରି ଦଲୋ।

ଆୟୁବ ପୁସ୍ତକ 33:15

ପରମେଶ୍ବର ହୁଏତ ଲୋକଙ୍କୁ ସ୍ବପ୍ନ ରେ କହନ୍ତି କିମ୍ବା ରାତି ରେ ଦର୍ଶନ ଦଇେ କହନ୍ତି ଯେତବେେଳେ ସମାନେେ ଗଭୀର ନିଦ୍ରା ୟାଇଥାନ୍ତି।

ହିତୋପଦେଶ 19:15

ଆଳସ୍ଯ ନିଦ୍ରା ଆଣେ। ଅଳସ ପ୍ରାଣୀ କ୍ଷୁଧାଭୋଗ କରେ।

ଦାନିଏଲ 8:18

ସେ ମାେତେ କହିଲା ବେଳେ ମୁଁ ଭୂମିରେ ମୁହଁ ମାଡି ଗଭୀର ନିଦ୍ରା ରେ ଶାଇଗେଲି, ମାତ୍ର ସେ ମାେତେ ସ୍ପର୍ଶ କରି ଠିଆ କରାଇଲେ।

Interlinear

Choose Theme