Home Bibles ଆଦି ପୁସ୍ତକ 2:20 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 2:20 · ଓଡ଼ିଆ ବାଇବେଲ

ମନୁଷ୍ଯ ବଡ଼ ପ୍ରାଣୀମାନଙ୍କର ନାମ, ଆକାଶ ରେ ଉଡୁଥିବା ପକ୍ଷୀ ଏବଂ ପ୍ରେତ୍ୟକକ ଜୀବିତ ପ୍ରାଣୀଙ୍କର ନାମ ରଖିଲା। କିନ୍ତୁ ତା' ଭିତରୁ କାହାକୁ ତାଙ୍କର ଅନୁରୂପ ସହକାରିଣୀ ଭାବେ ବାଛି ପାରି ନଥିଲେ।

Cross references

ଆଦି ପୁସ୍ତକ 2:18

ଏହାପରେ ସଦାପ୍ରଭୁ ପରମେଶ୍ବର କହିଲେ, ମୁଁ ଦେଖି ପାରୁଛି ଯେ ମନୁଷ୍ଯ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପୟୁକ୍ତ ସହକାରିଣୀ ନିର୍ମାଣ କରିବି।

ଗୀତସଂହିତା 8:7

ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।

Interlinear

Choose Theme