ସେଥିବାଇଁ ତୁମ୍ଭର ସମସ୍ତ ପୁରୁଷ ସବେକଗଣ ନିଶ୍ଚଯ ସୁନ୍ନତ ହବେେ ଓ ତୁମ୍ଭମାନଙ୍କର ଶରୀର ରେ, ଚୁକ୍ତି ହିସାବ ରେ ମାରେ ଚିରନ୍ତନ ଚିହ୍ନ ରହିବ।
Cross references
ପୁଣି ଇନ୍ଦ୍ରଧନୁ ହେଲ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ବରଙ୍କର ଯେଉଁ ଅନନ୍ତକାଳସ୍ଥାଯୀ ନିଯମ ଅଛି, ତାହା ମୁଁ ସ୍ମରଣ କରିବି।
ଯେତବେେଳେ ଅବ୍ରାମ ନିଜର ଜ୍ଞାତି ଧରା ହାଇେ ୟିବାର ସମାଚ଼ାର ଶୁଣିଲେ। ଅବ୍ରାମ ତା'ର ସମସ୍ତ ପରିବାରକୁ ଏକତ୍ରିତ କଲେ। ସଠାେରେ 318 ଜଣ ତାଲିମପ୍ରାପ୍ତ ସୈନିକ ଥିଲେ। ଅବ୍ରାମ ସେ ଶତୃମାନଙ୍କ ପେଛ ପେଛ ଗୋଡ଼ଇେ ଗୋଡ଼ଇେ ଦାନ ନଗର ପର୍ୟ୍ଯନ୍ତ ଗଲେ।
ପୁଣି ଅବ୍ରାମ କହିଲେ, ତୁମ୍ଭେ ମାେତେ ସନ୍ତାନ ଦଲେ ନାହିଁ। ସେଥିପାଇଁ ମାେ ଗୃହର ଜଣେ ସଦସ୍ଯ ମାରେ ଉତ୍ତରାଧିକାରୀ ହବେ।
ଆସ ଏହିସବୁ ବଣିକମାନଙ୍କୁ ଆମ୍ଭେ ବିକ୍ରୀ କରିଦବୋ। ଯାହା ହେଉ ସେ ଆମ୍ଭର ଭାଇ, ଆମ୍ଭର ନିଜର ରକ୍ତ ମାଂସ। ତା'ର ଭାଇମାନେ ଏହି ରେ ରାଜି ହାଇଗେଲେ।
ମିଦିଯନୀଯ ବଣିକମାନେ ଯୋଷଫେକୁ ମିଶର ରେ ବିକ୍ରି କଲେ। ସମାନେେ ତାଙ୍କୁ ପୋଟିଫର ନାମକ ଫାରୋର ଅଧିକାରୀ ଅର୍ଥାତ୍ ରକ୍ଷକ ସନୋପତିଙ୍କଠା ରେ ଯୋଷଫେକୁ ବିକ୍ରଯ କଲେ।
ଯୋଷଫେ ମିଶର ଦେଶକୁ ଅଣା ଯାନ୍ତେ ଫାରୋଙ୍କର ଜଣେ ଭୃତ୍ଯ ଅର୍ଥାତ୍ ମିସ୍ରୀଯ ପୋଟୀଫର ନାମକ ରକ୍ଷକ ସନୋପତି ତାଙ୍କର ଅନଯନକାରୀ ଇଶ୍ମାଯଲେୀଯମାନଙ୍କଠାରୁ ଯୋଷଫଙ୍କେୁ କିଣିଲା।
କିନ୍ତୁ ପ୍ରେତ୍ୟକକ ଲୋକର ଦାସ ୟିଏ କିଣା ହାଇେଛି ସେ ଖାଇ ପାରିବ ଯଦି ସେ ସୁନ୍ନତ ହାଇେଥାଏ।
ଯଦି ତୁମ୍ଭେ ଜଣେ ଏବ୍ରୀଯ କ୍ରୀତଦାସ ନିଅ, ତବେେ ସେ ଛଅ ବର୍ଷ ତୁମ୍ଭର ସବୋ କରିବ। ସପ୍ତମ ବର୍ଷ ରେ ସେ ମୁକ୍ତ ହାଇଯେିବ। ତାକୁ ଆଉ କିଛି ମୂଲ୍ଯ ଦବୋକୁ ପଡିବ ନାହିଁ।
ଯଦି ତା'ର ମୁନିବ ତାକୁ ବିବାହ କରି ଦଇେଥାଏ, ଯଦି ସହେି ସ୍ତ୍ରୀଠାରୁ ପୁତ୍ରକନ୍ଯା ଜନ୍ମ ହାଇେଥାଏ, ତବେେ ତା'ର ସ୍ତ୍ରୀ ଓ ପୁତ୍ର କନ୍ଯା ଉପରେ ଅଧିକାର ରହିବ। ଏବଂ ଛଅ ବର୍ଷପରେ ତାକୁ ମୁକ୍ତ କରାୟିବ।
ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତିକୁ ଅପହରଣ କରି ବିକ୍ରଯ କରେ କିମ୍ବା ଦାସ ଭାବରେ ରେଖ, ତବେେ ତାକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।
ମାତ୍ର ଯାଜକର ରୂପା ରେ କିଣା ୟାଇଥିବା କ୍ରୀତଦାସ ସହେି ପବିତ୍ର ଖାଦ୍ୟ ଭୋଜନ କରିପାରିବ। ଆଉ ତା'ର ଗୃହଜାତ କ୍ରୀତଦାସମାନେ ତାହାର ଅନ୍ନ ଭୋଜନ କରିପାରିବେ।
ଧନୀଲୋକମାନଙ୍କୁ ଦେଖ! ଆମ୍ଭମାନେେ ଠିକ୍ ତାଙ୍କରି ପରି ଅଟୁ। ଆମ୍ଭମାନଙ୍କର ପୁତ୍ରମାନେ ଠିକ୍ ତାଙ୍କରି ପୁତ୍ରମାନଙ୍କପରି ଅଟନ୍ତି। କିନ୍ତୁ ଆମ୍ଭମାନେେ ଆପଣା ପୁତ୍ର ଓ କନ୍ଯାଗଣଙ୍କୁ ଦାସ ହବୋପାଇଁ ବିକ୍ରି କରିବୁ। ଆମ୍ଭମାନଙ୍କ ମଧ୍ଯରୁ ଅନକେ ତାଙ୍କର କନ୍ଯାଗଣଙ୍କୁ ଦାସୀ ଭାବରେ ବିକ୍ରଯ କରିସାରିଲଣେି। ଏପରି ଆଉ କିଛି ନାହିଁ ଯାହା ଆମ୍ଭେ ନ କରି ପାରିବା। ଆମ୍ଭମାନେେ ଆମ୍ଭ କ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର ହରାଇ ସାରିଲୁଣି, ଯାହାକି ବର୍ତ୍ତମାନ ଅନ୍ୟ ଲୋକମାନଙ୍କ ଅଧିକାର ରେ ଅଛି।
ଏବଂ ମୁଁ ସହେି ଲୋକମାନଙ୍କୁ କହିଲି, 'ଆମ୍ଭର ୟିହୁଦୀଯ ଭାଇମାନେ ଅନ୍ୟ ଦେଶୀଯ ଲୋକଙ୍କ ନିକଟରେ ବିକା ୟାଇଥିଲେ, ଆମ୍ଭମାନେେ ସମାନଙ୍କେୁ ଆପଣା ସାଧ୍ଯ ଅନୁସାରେ ମୁକ୍ତ କରିଅଛୁ। ଏବେ ତୁମ୍ଭମାନେେ ତୁମ୍ଭମାନଙ୍କର ଭାଇମାନଙ୍କୁ ବିକ୍ରୀ କରୁଛ ଏବଂ ଆମ୍ଭମାନେେ ସମାନଙ୍କେୁ ପୁଣି କିଣିବୁ।
ରାଜାଙ୍କୁ ଋଣ ପରିଶାଧେ କରିବା ପାଇଁ ଚ଼ାକର ପାଖ ରେ କିଛି ହେଲେ ନଥିଲା। ରାଜା ଆଦେଶ ଦେଲେ ଯେ, ଚ଼ାକରର ସବୁ ଜିନିଷ ଏପରିକି ତାର ସ୍ତ୍ରୀ ଓ ପିଲାପିଲିଙ୍କୁ ବିକ୍ରି କରିଦଇେ ଋଣ ପରିଶାଧେ କରାୟିବ।