Home Bibles ଆଦି ପୁସ୍ତକ 11:10 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 11:10 · ଓଡ଼ିଆ ବାଇବେଲ

ଏହା ହେଉଛି ଶମେ ପରିବାରର ବିବରଣୀ, ଯେ ତବେଳେ ଶମେକୁ ଏକଶହ ବର୍ଷ ହାଇେଥିଲା ଏବଂ ବନ୍ଯାର ଦୁଇବର୍ଷ ପରେ ସେ ଅର୍ଫକଷଦର ପିତା ହେଲ।

Cross references

ଆଦି ପୁସ୍ତକ 10:21

ଯଫେତର ବଡ଼ଭାଇ ଶମଙ୍କେର ମଧ୍ଯ ସନ୍ତାନ ସନ୍ତତି ଥିଲେ, ସହେି ଏବର ଯଫେତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲେ।

ଆଦି ପୁସ୍ତକ 11:27

ଏହା ଅଟେ ତରହରେ ବଂଶାବଳୀ। ତରହେ ଥିଲେ ଅବ୍ରାମ, ନାହାରେ ଓ ହାରୋଣର ପିତା। ହାରୋଣ ଲୋଟକୁ ଜନ୍ମ କଲା।

ପ୍ରଥମ ବଂଶାବଳୀ 1:17

ଶମଙ୍କେର ସନ୍ତାନଗଣ ଥିଲେ : ଏଲମ୍, ଅଶୂର, ଅର୍ଫକ୍କ୍ଷଦ, ଲୂଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ : ଊସ୍, ହୂଲ, ଗେଥର ଓ ମେଶକ୍।

ଲୂକଲିଖିତ ସୁସମାଚାର 3:34

ୟିହୂଦା ଯାକୁବଙ୍କ ପୁତ୍ର।

Interlinear

Choose Theme