Home Bibles ଆଦି ପୁସ୍ତକ 10:2 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 10:2 · ଓଡ଼ିଆ ବାଇବେଲ

ଯଫେତ୍ଙ୍କର ପୁତ୍ରମାନେ ହେଲ, ଗୋମର, ମାଗୋଗ୍, ମାଦଯ, ତୁବଲ, ୟବନ, ମେଶକ ଓ ତିରସ।

Cross references

ଆଦି ପୁସ୍ତକ 10:21

ଯଫେତର ବଡ଼ଭାଇ ଶମଙ୍କେର ମଧ୍ଯ ସନ୍ତାନ ସନ୍ତତି ଥିଲେ, ସହେି ଏବର ଯଫେତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲେ।

ପ୍ରଥମ ବଂଶାବଳୀ 1:5

ଯଫେତ୍ଙ୍କର ପୁତ୍ରମାନେ ଥିଲେ : ଗୋମର, ମା ରୋଗ, ମାଦଯ, ୟବନ, ତୁବଲ, ମେଶକ୍ ଓ ତୀରସ୍।

ଯିଶାଇୟ 66:19

ଆମ୍ଭେ ସମାନଙ୍କେ ମଧିଅରେ ଏକ ସଙ୍କତେ ସ୍ଥାପନ କରିବା ଓ ସମାନଙ୍କେ ମଧ୍ଯରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା - ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ୟବନ ତଥା ଦୂରସ୍ଥ ଦ୍ବୀପଗଣ ଆମ୍ଭର ସୁଖ୍ଯାତି ବିଷଯ ରେ କବେେ ଶୁଣି ନାହାଁନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖିନାହାଁନ୍ତି, ସହେିମାନଙ୍କ ନିକଟକୁ ପ୍ ରରଣେ କରିବା ଓ ସମାନେେ ବିଭିନ୍ନ ଦେଶୀଯମାନଙ୍କ ମଧିଅରେ ଆମ୍ଭର ମହିମା ପ୍ରକାଶ କରିବେ।

ଯିହିଜିକଲ 27:7

ତୁମ୍ଭର ଧ୍ବଜା ହବୋପାଇଁ ମିଶର ଦେଶରୁ ଆନୀତ ସୂଚୀକର୍ମ ରେ ଚିତ୍ରିତ ଶୁଭ୍ର କ୍ଷୌମ ବସ୍ତ୍ର ରେ ତୁମ୍ଭର ପାଲ ପ୍ରସ୍ତୁତ ହାଇେଥିଲା। ପୁଣି ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ବୀପ ସମୂହର ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ପ୍ରସ୍ତୁତ ହାଇେଥିଲା।

ଯିହିଜିକଲ 27:12

ତଶୀଶ୍ ତୁମ୍ଭର ସବୁଠାରୁ ବଡ଼ ଗ୍ରାହକ ଥିଲା। ସମାନେେ ରୂପା, ଲୁହା, ଦସ୍ତା ଓ ସୀସା ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।

ଯିହିଜିକଲ 27:13

ଗ୍ରୀକ୍, ତୁର୍କ ଓ ମଷେକର ଲୋକମାନେ ବ୍ଯବସାଯୀ ଥିଲେ। ସମାନେେ କ୍ରୀତଦାସ ଓ ପିତ୍ତଳର ବାସନକୁସନ ତୁମ୍ଭର ଜିନିଷଗୁଡ଼ିକ ବଦଳ ରେ ବ୍ଯବସାଯ କଲେ।

ଯିହିଜିକଲ 27:19

ବଦାନ ଓ ୟବନ ଲୋମ ନିର୍ମିତ ସୂତ୍ର ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ। ତୁମ୍ଭ ବାଣିଜ୍ଯ ଦ୍ରବ୍ଯ ମଧିଅରେ କାନ୍ତ ଲୌହ, ସୁଗନ୍ଧି ଦ୍ରବ୍ଯ ଓ ଆଖୁ ଥିଲା।

ଯିହିଜିକଲ 38:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗେଶର, ମେଶକର ଓ ତୁବଲର ମୁଖ୍ଯ ଅଧିପତି ମାଗଗେ ଦେଶୀଯ ଗୋଗ ଆଡ଼େ ମୁଖ ରଖି ତାହା ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ,

ଯିହିଜିକଲ 38:6

ଗୋମର ଓ ତା'ର ସମସ୍ତ ସୈନ୍ଯବାହିନୀ ଉତ୍ତର ଦିଗର ପ୍ରାନ୍ତ ସୀମାସ୍ଥିତ ତାଗେର୍ମାର ବଂଶ ଓ ତାହାର ସମସ୍ତ ଦଳ, ଏହି ଅନକେ ଜାତି ସମାନଙ୍କେର ସହିତ ଥିବେ।

ଯିହିଜିକଲ 38:15

ଏବଂ ତୁମ୍ଭେ ନିଜ ବାସସ୍ଥାନ ସୁଦୂର ଉତ୍ତର ଦିଗସ୍ଥ ପ୍ରାନ୍ତଭାଗରୁ ଆସିବ, ତୁମ୍ଭେ ଓ ତୁମ୍ଭ ସହିତ ଅନକେ ଜାତିମାନେ ଆସିବେ। ସମାନେେ ସମସ୍ତେ ଅଶ୍ବାେୃରାହଣ କରିଥିବା ମହାସମାଜ ଓ ପରାକ୍ରମଶାଳୀ ସୈନ୍ଯସାମନ୍ତ ଥିବେ।

ଯିହିଜିକଲ 39:1

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗୋଗ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ' ହେ ରୋଶ, ମେଶକ ଓ ତୁବଲର ମୁଖ୍ଯ ଅଧିପତି ଗୋଗ, ମୁଁ ତୁମ୍ଭ ବିରୁଦ୍ଧ ରେ ଅଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:8

ସେ ପୃଥିବୀର ଚାରିକୋଣରୁ ଯାଇ ସବୁ ଦେଶମାନଙ୍କୁ ଭ୍ରାନ୍ତ କରିବ, ଓ ସହେି ସମୁଦ୍ରର ବାଲି ପରି ଅସଂଖ୍ଯ ଗୋଗ୍ ଓ ମାଗୋଗ୍ଙ୍କୁ ଏକତ୍ର କରି ୟୁଦ୍ଧ କରିବାକୁ ବାହାରିବ।

Interlinear

Choose Theme