Home Bibles ଯିହିଜିକଲ 27:7 · ଓଡ଼ିଆ ବାଇବେଲ
ଯିହିଜିକଲ 27:7 · ଓଡ଼ିଆ ବାଇବେଲ

ତୁମ୍ଭର ଧ୍ବଜା ହବୋପାଇଁ ମିଶର ଦେଶରୁ ଆନୀତ ସୂଚୀକର୍ମ ରେ ଚିତ୍ରିତ ଶୁଭ୍ର କ୍ଷୌମ ବସ୍ତ୍ର ରେ ତୁମ୍ଭର ପାଲ ପ୍ରସ୍ତୁତ ହାଇେଥିଲା। ପୁଣି ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ବୀପ ସମୂହର ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ପ୍ରସ୍ତୁତ ହାଇେଥିଲା।

Cross references

ଆଦି ପୁସ୍ତକ 10:4

ପୁଣି ଇଲୀଶା, ତର୍ଶୀଶ, କିତ୍ତୀମ ଓ ଦୋଦାନୀମ ଏମାନେ ୟବନର ସନ୍ତାନ ଥିଲେ।

ଯାତ୍ରା ପୁସ୍ତକ 25:4

ନୀଳବର୍ଣ୍ଣ, ଧୂମବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋକ,

ପ୍ରଥମ ରାଜାବଳୀ 10:28

ଶଲୋମନଙ୍କର ଅଶ୍ବଗୁଡିକ ବଣିକମାନଙ୍କ ଦ୍ବାରା ମିଶରରୁ ଓ କ୍ଯୁଏରୁ ଅଣାଗଲା, ଯେଉଁମାନେ କି ସଗେୁଡିକ ସଠାରୁେ କିଣିଥିଲେ।

ପ୍ରଥମ ବଂଶାବଳୀ 1:7

ୟବନର ପୁତ୍ରମାନେ ଥିଲେ ଇଲୀଶା, ତର୍ଶୀଶ୍, କିତ୍ତୀମ ଓ ଗୋଦାନିମ୍।

ହିତୋପଦେଶ 7:16

ମୁଁ ସୃଜନୀ ଓ ମିସ୍ରୀଯ ସୂକ୍ଷ୍ମ ସୂତ୍ରର ଡ଼ୋରିଆ ବସ୍ତ୍ର ଆପଣା ପଲଙ୍କ ରେ ବିଛାଇ ଅଛି।

ଯିଶାଇୟ 19:9

ଯେଉଁ ଲୋକମାନେ ଲୁଗା ବୁଣୁଥିଲେ ସମାନେେ ଅତ୍ଯନ୍ତ ଦୁଃଖିତ ହବେ। କାରଣ ସମାନେେ ଯେଉଁ ଛଣପଟ ଶୁକ୍ଲବସ୍ତ୍ର ପାଇଁ ଦରକାର କରନ୍ତି, ନଦୀ ଶୁଖି ୟିବାରୁ ତାହା ଆଉ ଜନ୍ମିବ ନାହିଁ।

ଯିରିମିୟ 10:9

ସମାନେେ ତର୍ଶୀଶରୁ ପିଟା ରୂପାପାତ୍ର ଓ ଉପଂସରୁ ସୁନା ଆଣି କାରିଗର ଓ ସ୍ବର୍ଣ୍ଣକାର ହସ୍ତ ରେ ପ୍ରତିମାମାନ ନିର୍ମାଣ କରାନ୍ତି। ସଗେୁଡ଼ିକ ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ଆଚ୍ଛାଦନ କରନ୍ତି। ସଗେୁଡ଼ିକ ନିପୁଣ ଶିଳ୍ପୀମାନଙ୍କର କୃତକର୍ମ।

Interlinear

Choose Theme