Home Bibles ଆଦି ପୁସ୍ତକ 1:22 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 1:22 · ଓଡ଼ିଆ ବାଇବେଲ

ପରମେଶ୍ବର ପ୍ରାଣୀମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ବର ସମାନଙ୍କେୁ କହିଲେ, ବହୁବଂଶ ହାଇେ ସମୁଦ୍ର ଜଳକୁ ପରିପୂର୍ଣ୍ଣ କର। ପୃଥିବୀ ରେ ପକ୍ଷୀଗଣ ବହୁସଂଖ୍ଯକ ହୁଅନ୍ତୁ।

Cross references

ଆଦି ପୁସ୍ତକ 1:28

ସେଥିପାଇଁ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ କଲେ ଏବଂ କହିଲେ, ବହୁତ ସନ୍ତାନ ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀ ରେ ଶାସନ କର, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳ ରେ ଥିବା ମତ୍ସ୍ଯଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚ଼ର ପ୍ରାଣୀ ଗଣ ଉପରେ ଶାସନ କର।

ଆଦି ପୁସ୍ତକ 8:17

ତୁମ୍ଭ ସହିତ ସମସ୍ତ ପଶୁଗୁଡିକୁ ବାହାର କରି ଆଣ । ସମସ୍ତ ପଶୁ, ସମସ୍ତ ପକ୍ଷୀ, ସମସ୍ତ ଭୂଚର ପ୍ରାଣୀ ସମାନେେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ। ପୁଣି ପୃଥିବୀ ଫଳବନ୍ତ ହେଉ।

ଆଦି ପୁସ୍ତକ 9:1

ପରମେଶ୍ବର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ବର ସମାନଙ୍କେୁ କହିଲେ, ବହୁ ସନ୍ତାନ ଜନ୍ମ କର, ଲୋକ ଦ୍ବାରା ପୃଥିବୀକୁ ପୂର୍ଣ୍ଣ କର।

ଆଦି ପୁସ୍ତକ 30:27

ଲାବନ ତାଙ୍କୁ କହିଲା, ମାେତେ କିଛି କହିବାକୁ ଦିଅ। ମୁଁ ଗୁଣି ବିଦ୍ଯା କରି ଜାଣି ପାରିଛି ଯେ, ସଦାପ୍ରଭୁ ତୁମ୍ଭ ପାଇଁ ମାେତେ ଆଶୀର୍ବାଦ କରିଛନ୍ତି।

ଆଦି ପୁସ୍ତକ 30:30

ଯେତବେେଳେ ମୁଁ ଆସିଲି ତୁମ୍ଭର ଖୁବ କମ ସମ୍ପତ୍ତି ଥିଲା। ବର୍ତ୍ତମାନ ବହୁତ ବୃଦ୍ଧି ପାଇଛି, ସଦାପ୍ରଭୁ ମାେ କାରଣରୁ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ବର୍ତ୍ତମାନ ମାରେନିଜ ପରିବାରକୁ ଯୋଗଇବା ପାଇଁ ସମୟ ଆସିଛି।

ଆଦି ପୁସ୍ତକ 35:11

ପରମେଶ୍ବର ତାଙ୍କୁ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭର ପରିବାର ବହୁତ ବଡ଼ ହବେ। ତୁମ୍ଭର ପରିବାରରୁ ଅନକେ ଜାତିଗଣ ହବେ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ।

ଲେବୀୟ ପୁସ୍ତକ 26:9

ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ପ୍ରସନ୍ନ ହବୋ, ତୁମ୍ଭମାନଙ୍କୁ ପ୍ରଜାବନ୍ତ ଓ ବହୁବଂଶ କରିବା, ଆଉ ତୁମ୍ଭମାନଙ୍କ ସହିତ ଆପଣା ନିଯମ ସ୍ଥିର କରିବା।

ଆୟୁବ ପୁସ୍ତକ 40:15

ଆୟୁବ, ତୁମ୍ଭେ ବ ହମୋେତକୁ ଦେଖ। ମୁଁ ପରମେଶ୍ବର, ସହେି ବ ହମୋେତକୁ ସୃଷ୍ଟି କରିଛି ଓ ତୁମ୍ଭକୁ ମଧ୍ଯ ମୁଁ ସୃଷ୍ଟି କରିଛି। ବ ହମୋେତ ଗାଈପରି ଘାସ ଖାଏ।

ଆୟୁବ ପୁସ୍ତକ 42:12

ସଦାପ୍ରଭୁ ଆୟୁବକୁ ଅଧିକ ଆଶୀର୍ବାଦ କଲେ, ତାହାଠାରୁ ମଧ୍ଯ ଅଧିକ ୟହା ତା'ର ପ୍ରଥମ ଥିଲା। ଆୟୁବ 14,000 ମେଣ୍ଢା, 6 ,000 ଓଟ, 1,000 ହଳ ବଳଦ, 1,000 ମାଈ ଗଧ ପାଇଲେ।

ଗୀତସଂହିତା 107:31

ସମାନେେ ସଦାପ୍ରଭୁଙ୍କ ମଙ୍ଗଳଦାନ ପାଇଁ ତାଙ୍କୁ ଧନ୍ଯବାଦ କର, ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି ବୋଲି।

ଗୀତସଂହିତା 107:38

ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ କରନ୍ତି। ତହିଁରେ ସମାନେେ ଅତିଶଯ ବୃଦ୍ଧି ପାନ୍ତି। ଏବଂ ସମାନଙ୍କେର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ।

ଗୀତସଂହିତା 128:3

ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ଯ ହବେ। ତୁମ୍ଭର ସନ୍ତାନମାନେ ତୁମ୍ଭ ମଜେର ଚାରିଆଡ଼େ ଜିତବୃକ୍ଷର ଚାରାପରି ହବେେ।

ଗୀତସଂହିତା 144:13

ଆମ୍ଭମାନଙ୍କର ଭଣ୍ଡାର ସର୍ବପ୍ରକାର ଶସ୍ଯରେ ପରିପୂର୍ଣ୍ଣ ହେଉ। ଆମ୍ଭମାନଙ୍କର ମଷଗେଣ ସହସ୍ର ସହସ୍ର ଓ ଅଯୁତ ଅଯୁତ ଶାବକ ପ୍ରସବ କରନ୍ତୁ।

ହିତୋପଦେଶ 10:22

ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ୍ କରେ, ପୁଣି ତାହା ଦୁଃଖ ନିବାରଣ କରେ।

Interlinear

Choose Theme