ସ୍ବର୍ଗସ୍ଥ ପରମେଶ୍ବରଙ୍କ ଦ୍ବାରା ଯାହା ଯାହା ଆଜ୍ଞା କରାଯାଉଛି, ତାହାସବୁ ସ୍ବର୍ଗସ୍ଥ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଠିକ୍ରୂପେ କରାଯାଉ, କାରଣ ରାଜା ଓ ତାହାଙ୍କ ପୁତ୍ରଗଣର ରାଜ୍ଯବିରୁଦ୍ଧ ରେ କାହିଁକି କୋପ ବର୍ତ୍ତିବ।
Cross references
ଏହାପରେ ହାରୋଣ ଏବଂ ମାଶାେ କହିଲେ, ଏବ୍ରୀଯମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ଏହା କହିଛନ୍ତି। ତେଣୁ ଆମ୍ଭେ ତୁମ୍ଭର ଅନୁମତି ଲୋଡୁଛୁ। ଆମ୍ଭମାନଙ୍କୁ ମରୁଭୂମିକୁ ୟିବାକୁ ଦିଅନ୍ତୁ। ଆମ୍ଭମାନେେ ସଠାେରେ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବୁ। ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର। ଯଦି ଆମ୍ଭେ ତାହା ନକରୁ ସେ ହୁଏତ୍ କୋରଧ କରି ପାରନ୍ତି ଏବଂ ଆମ୍ଭମାନଙ୍କୁ ଧ୍ବଂସ କରିପାରନ୍ତି। ସେ ଆମ୍ଭମାନଙ୍କୁ ୟୁଦ୍ଧ କିମ୍ବା ଅସୁସ୍ଥତା ମାଧ୍ଯମ ରେ ମୃତ୍ଯୁ ଦଇେ ପାରନ୍ତି।
ତହିଁରେ ସମାନେେ ସ୍ବର୍ଗସ୍ଥ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ।
ମୁଁ ଆଜ୍ଞା କରୁଅଛି, ଯେ ମାେ ରାଜ୍ଯସ୍ଥିତ ଇଶ୍ରାୟେଲ ମଧ୍ଯରୁ ଯେତେ ଲୋକ, ସମାନଙ୍କେର ଯାଜକ ଓ ଲବେୀୟମାନେ ୟିରୁଶାଲମକୁ ସ୍ବଇଚ୍ଛା ରେ ୟିବାକୁ ମନ କରନ୍ତି। ସମାନେେ ତୁମ୍ଭ ଏଜ୍ରାଙ୍କ ସଙ୍ଗେ ୟାନ୍ତୁ।
ଆଉ ଅବଶିଷ୍ଟ ରୂପା ଓ ସୁନା ରେ ତୁମ୍ଭକୁ ଓ ତୁମ୍ଭ ଭାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭମାନେେ ଆପଣାମାନଙ୍କ ପରମେଶ୍ବରଙ୍କ ଇଚ୍ଛା ପ୍ରମାଣେ କରିବେ।
ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦଇେଅଛ।
କିନ୍ତୁ ଆମ୍ଭେ ୟିରୁଶାଲମକୁ ସମସ୍ତ ଦେଶ ପାଇଁ ଏକ ଭାରି ପଥର କରିବା। ଯେଉଁମାନେ ତାକୁ ଉଠାଇବେ, ସମାନେେ ଆଘାତପ୍ରାପ୍ତ ହବେେ। ସହେି ଲୋକମାନେ ପ୍ରକୃତ ରେ କ୍ଷତବିକ୍ଷତ ହବେେ। କାରଣ ପୃଥିବୀର ସମଗ୍ର ଗୋଷ୍ଠୀ ୟିରୁଶାଲମ ବିରୁଦ୍ଧ ରେ ଏକତ୍ରୀତ ହବେେ।