ଏଜ୍ରା 7:22 · ଓଡ଼ିଆ ବାଇବେଲ
ତାହାସବୁ 100 ତାଳନ୍ତ ପର୍ୟ୍ଯନ୍ତ ରୂପା ଓ 100 ମହଣ ପର୍ୟ୍ଯନ୍ତ ଗହମ ଓ 100 ମହଣ ପର୍ୟ୍ଯନ୍ତ ଦ୍ରାକ୍ଷାରସ ଓ 100 ମହଣ ପର୍ୟ୍ଯନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ ଦବୋ ପାଇଁ ଆମ୍ଭେ ଆର୍ତ୍ତାକ୍ଷସ୍ତ ରାଜା ନଦୀ ସପୋରିସ୍ଥ ସମସ୍ତ କୋଷାଧ୍ଯକ୍ଷଙ୍କୁ ଆଜ୍ଞା କରୁଅଛୁ।
Cross references
ଲେବୀୟ ପୁସ୍ତକ 2:13
ତୁମ୍ଭେ ସମସ୍ତ ଶସ୍ଯ ନବୈେଦ୍ଯ ରେ ଲବଣ ମିଶାଇବ, ଯାହା ତୁମ୍ଭେ ଉତ୍ସର୍ଗ କର। ପୁଣି ପରମେଶ୍ବରଙ୍କ ଚୁକ୍ତି ରୂପକ ଲବଣକୁ ଶସ୍ଯ ନବୈେଦ୍ଯ ରେ ଦବେ। ଆଉ ତୁମ୍ଭର ସମସ୍ତ ନବୈେଦ୍ଯ ସହିତ ଲବଣ ଏକ ଅଂଶ ହବେ।
ଯିହିଜିକଲ 45:14
ପୁଣି ବାତ୍ ସମ୍ବନ୍ଧୀଯ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍ର ଦଶମାଂଶ ହବେ। କୋର୍ ଦଶ ବାତ୍ ଅର୍ଥାତ୍ ଏକ ହାମରେ, କାରଣ ଦଶ ବାତ ରେ ଏକ ହାମରେ ହୁଏ।
ଲୂକଲିଖିତ ସୁସମାଚାର 16:6
ଲୋକଟି ଉତ୍ତର ଦଲୋ, 'ଶ ହେ ଟିଣ ତଲେ।' ଗୁମାସ୍ତା ତାକୁ କହିଲେ, 'ଏଇଟି ତୁମ୍ଭର ହିସାବ କାଗଜ ନିଅ। ବସି ପଡି ତାକୁ କମ୍ କରି ଶୀଘ୍ର ପଚାଶ ବୋଲି ଲେଖିଦିଅ।'