Home Bibles ☰ Books ଏଜ୍ରା 7:19 · ଓଡ଼ିଆ ବାଇବେଲ
ଏଜ୍ରା 7:19 · ଓଡ଼ିଆ ବାଇବେଲ

ପୁଣି ତୁମ୍ଭେ ପରମେଶ୍ବରଙ୍କ ମନ୍ଦିରର ସବୋର୍ଥକ ଯେ ସକଳପାତ୍ର ତୁମ୍ଭକୁ ଦିଆ ଯାଉଅଛି। ତାହାସବୁ ୟିରୁଶାଲମର ପରମେଶ୍ବରଙ୍କ ସମ୍ମୁଖ ରେ ସମର୍ପଣ କର।

Cross references

ଦିତୀୟ ବଂଶାବଳୀ 32:19

ସହେି ସବେକଗଣ ଏପରି କାର୍ୟ୍ଯ କଲେ, ଯେପରି ଇଶ୍ରାୟେଲ ପରମେଶ୍ବର ଅନ୍ୟ ଦେଶର ଲୋକମାନଙ୍କର ହସ୍ତ ନିର୍ମିତ ମୂର୍ତ୍ତି ଅଟନ୍ତି।

ଏଜ୍ରା 8:27

1,000 ଡାରିକ୍ ମୂଲ୍ଯର 20 ସ୍ବର୍ଣ୍ଣମଯ ପାତ୍ର ଏବଂ ସ୍ବର୍ଣ୍ଣ ତୁଲ୍ଯ ବହୁମୁଲ୍ଯ ଉତ୍ତମ ଉଜ୍ବଳ ପିତ୍ତଳର ଦୁଇପାତ୍ର ତୌଲି ଦଲେି।

ଏଜ୍ରା 8:33

ଏହାପରେ ଚତୁର୍ଥଦିନ ସହେି ରୂପା ଓ ସୁନାପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ରେ ତୌଲାୟାଇ ଊରିଯ ଯାଜକର ପୁତ୍ର ମରମୋେତ୍ ହସ୍ତ ରେ ଦିଆଗଲା। ତାହା ସଙ୍ଗେ ପୀନହସର ପୁତ୍ର ଏଲିଯାସର ଥିଲା। ସମାନଙ୍କେ ସଙ୍ଗେ ଯଶୂେଯର ପୁତ୍ର ୟୋଷାବଦ୍ ଓ ବିନ୍ନୂଯିର ପୁତ୍ର ନୋଯଦିଯ ଏହି ଲବେୀୟମାନେ ଥିଲେ।

ଯିରିମିୟ 3:17

ଆଉ ସେ ସମୟରେ ଲୋକମାନେ ୟିରୁଶାଲମକୁ 'ସଦାପ୍ରଭୁଙ୍କ ସିଂହାସନ' ବୋଲି କହିବେ। ସମଗ୍ର ଦେଶୀଯମାନେ ସଦାପ୍ରଭୁଙ୍କ ନାମ ରେ ସମ୍ମାନ ଜଣାଇବାକୁ ୟିରୁଶାଲମ ରେ ଏକତ୍ରୀତ ହବେେ। ପୁଣି ସମାନେେ ନିଜର ଅନ୍ତଃକରଣ ରେ ଦୁଷ୍ଟାଚାର ଅବାଧ୍ଯତା ଆଉ ଅନୁସରଣ କରିବେ ନାହିଁ।

ଯିରିମିୟ 27:22

ସହେିସବୁ ବାବିଲକୁ ଅଣାୟିବ ଏବଂ ଆମ୍ଭେ ସଗେୁଡ଼ିକର ପରିଦର୍ଶନ ନ କରିବା ଦିନ ପର୍ୟ୍ଯନ୍ତ ସେ ସବୁ ସେ ସ୍ଥାନ ରେ ଥିବ। ପୁଣି ସଦାପ୍ରଭୁ କହନ୍ତି, ତାହାପ ରେ ଆମ୍ଭେ ସେସବୁ ଜିନିଷକୁ ଏହି ସ୍ଥାନକୁ ଫରୋଇ ଆଣିବା।

Interlinear

Choose Theme