Home Bibles ଏଜ୍ରା 4:24 · ଓଡ଼ିଆ ବାଇବେଲ
ଏଜ୍ରା 4:24 · ଓଡ଼ିଆ ବାଇବେଲ

ତେଣୁ ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିରକାର୍ୟ୍ଯ ବନ୍ଦ ହେଲା। ପୁଣି ପାରସ୍ଯ ରାଜା ଦାରିଯାବସର ଅଧିକାରର ଦ୍ବିତୀୟ ବର୍ଷ ପର୍ୟ୍ଯନ୍ତ ତାହା ବନ୍ଦ ହାଇେ ରହିଲା।

Cross references

ଏଜ୍ରା 3:8

ଏହାପରେ ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ରେ ପରମେଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିର ରେ ଶାଲଟୀଯଲରେ ପୁତ୍ର ସରୁଦ୍ଦାବିଲ, ୟୋଷାଦକର ପୁତ୍ର ଯଶୂେଯ ଓ ସମାନଙ୍କେର ଅବଶିଷ୍ଟ ଯାଜକ ଓ ଲବେୀୟ ଭାତୃଗଣ, ବନ୍ଦୀ ଦଶାରୁ ୟିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ୟ୍ଯ ରେ ତତ୍ତ୍ବାବଧାରଣ ନିମନ୍ତେ କୋଡିଏ ବର୍ଷ ଓ ତତୋଧିକ ବଯସ୍କ ଲବେୀୟମାନଙ୍କୁ ନିୟୁକ୍ତ କଲେ।

ଏଜ୍ରା 4:5

ସମାନଙ୍କେ ଅଭିପ୍ରାଯ ଦୁର୍ବଳ କରିବା ପାଇଁ ପାରସ୍ଯ ରାଜା କୋରସର ୟାବଜ୍ଜୀବନ ଓ ପାରସ୍ଯ ରାଜା ଦାରିଯାବସର ଅଧିକାର ପର୍ୟ୍ଯନ୍ତ ସମାନଙ୍କେ ପ୍ରତିକୂଳ ରେ ମନ୍ତ୍ରଣାକାରିମାନଙ୍କୁ ବତନେ ଦଇେ ରଖିଲେ।

ଏଜ୍ରା 5:5

ମାତ୍ର ୟିହୁଦୀଯ ପ୍ରାଚୀନବର୍ଗ ପ୍ରତି ସମାନଙ୍କେ ପରମେଶ୍ବରଙ୍କ ଦୃଷ୍ଟି ଥିବାରୁ ଦାରିଯାବସ ନିକଟରେ ଏହି କଥା ଉପସ୍ଥିତ ନ ହବୋ ପର୍ୟ୍ଯନ୍ତ ଓ ପତ୍ରଦ୍ବାରା ସହେି ବିଷଯ ରେ ଉତ୍ତର ନଆସିବା ପର୍ୟ୍ଯନ୍ତ ଶତୃମାନେ ସମାନଙ୍କେୁ କାର୍ୟ୍ଯରୁ ନିବୃତ୍ତ କଲେ ନାହିଁ।

ଏଜ୍ରା 6:1

ସେତବେେଳେ ଦାରିଯାବସ୍ ରାଜା ଆଜ୍ଞା କରିବାରୁ ବାବିଲସ୍ଥ ଯେଉଁ ପୁସ୍ତକାଳଯ ରେ ଧନ ସଞ୍ଚିତ ଥିଲା, ତାହା ଅନୁସନ୍ଧାନ କରାଗଲା।

ଏଜ୍ରା 6:15

ଦାରିଯାବସ ରାଜାର ଅଧିକାରର ଷଷ୍ଠବର୍ଷ ରେ ଅଦର ନାମକ ମାସର ତୃତୀୟ ଦିନ ରେ ଏହି ମନ୍ଦିର ସମାପ୍ତ ହେଲା।

ନିହିମିୟା 6:3

ଏଥି ରେ ମୁଁ ସମାନଙ୍କେ ନିକଟକୁ ଦୂତଗଣ ପଠାଇ କହିଲି, ମୁଁ ଏକ ଗୁରୁତ୍ବପୂର୍ଣ୍ଣ କର୍ମ କରୁଅଛି। ଏଥିପାଇଁ ମୁଁ ଆସି ପାରିବି ନାହିଁ। ତୁମ୍ଭ ପାଖକୁ ଆସିବାକୁ ଓ ସାକ୍ଷାତ କରିବାକୁ ମୁଁ ସହେି କାର୍ୟ୍ଯ ବନ୍ଦ କରିପାରିବି ନାହିଁ।

ନିହିମିୟା 6:9

ଏହି ଚିନ୍ତାକରି ସମାନେେ ଆମ୍ଭକୁ ଭୟଭୀତ କଲେ, ସମାନଙ୍କେ ହସ୍ତ ଦୁର୍ବଳ ହବେ ଓ ପ୍ରାଚୀର କାର୍ୟ୍ଯ ଶଷେ ହବେ ନାହିଁ।

ଆୟୁବ ପୁସ୍ତକ 20:5

ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।

ଦାନିଏଲ 11:2

'ବର୍ତ୍ତମାନ, ହେ ଦାନିୟେଲ, ଆମ୍ଭେ ତୁମ୍ଭକୁ ସତ୍ଯ କଥା ଜଣାଇବା। ପାରସ୍ଯର ଆଉ ତିନି ରାଜା ଜନ୍ମ ନବେେ। ତା'ପ ରେ ଚତୁର୍ଥ ରାଜା ଯେ ଆସିବ, ସେ ସବୁଠାରୁ ଅଧିକ ଧନଶାଳୀ ହବେ। ଆଉ ଆପଣା ଧନ ରେ ବଳବାନ ହବେ ଓ ଗ୍ରୀସ ରାଜ୍ଯ ବିରୁଦ୍ଧ ରେ ସମସ୍ତଙ୍କୁ ଉତ୍ତଜେିତ କରିବ।

ହଗୟ 1:1

ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ଛଅମାସର ପ୍ରଥମ ଦିବସ ରେ ହାଗଯ ପରମେଶ୍ବରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶଲ୍ଟୀଯଲଙ୍କେ ପୁତ୍ର ୟିରୁଦ୍ଦାବିଲ ଓ ୟିହୋଷାଦଙ୍କ ପୁତ୍ର ଯିହାଶୂେୟଙ୍କ ପାଇଁ ଥିଲା। ୟିରୁଦ୍ଦାବିଲ ଯିହୁଦାର ଦଶାେଧ୍ଯକ୍ଷ ଓ ଯିହାଶୂେୟ ଜଣେ ମହାନ୍ ଯାଜକ ଥିଲେ। ଭବିଷ୍ଯଦ୍ବକ୍ତା ହାଗଯଙ୍କ ଦ୍ବାରା କୁହାୟାଇଥିବା ବାର୍ତ୍ତା ଏହାହିଁ ଅଟେ।

ହଗୟ 1:15

ପାରସ୍ଯର ରାଜାଙ୍କର ରାଜତ୍ବର ଦ୍ବିତୀୟ ବର୍ଷ ରେ ଏବଂ ଦାରିଯାବସଙ୍କ ଶାସନର ଛଅମାସ ପୂର୍ତ୍ତିର ଚତୁର୍ବିଂଶ ଦିବସ ରେ ସମାନେେ କାର୍ୟ୍ଯ ଆରମ୍ଭ କଲେ।

ହଗୟ 2:18

ସଦାପ୍ରଭୁ କହିଲେ, ଆଜି ନବମ ମାସର ଚତୁର୍ବିଂଶ ଦିବସ। ତୁମ୍ଭମାନେେ ସଦାପ୍ରଭୁଙ୍କ ମନ୍ଦିର ରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ଯ ଶଷେ କରିଛ। ତେଣୁ ଏହାପ ରେ କ'ଣ ସବୁ ଘଟୁଛି ଆଗକୁ ଲକ୍ଷ୍ଯ କର।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 2:18

ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଥିଲୁ। ମୁଁ ପାଉଲ ନିଜେ କେତେ ଥର ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଶୟତାନ ଆମ୍ଭକୁ ବାଧା ଦଇେଛି।

Interlinear

Choose Theme