Cross references
ତାଙ୍କ ସମୟରେ ବୈଥଲେୀର ହୀଯଲେ ଯିରୀହାେ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୂନର ପୁତ୍ର ଯିହାଶୂେୟଙ୍କ ଦ୍ବାରା ଯାହା କହିଥିଲେ ତାହା ହିଁ ଘଟିଲା। ଯେତବେେଳେ ସେ ନଗର ରେ ଭିତ୍ତିମୂଳ ସ୍ଥାପନ କଲେ ତାଙ୍କର ପ୍ରଥମପୁତ୍ର ଅବୀରାମ ମଲା ଓ ଯେତବେେଳେ ନଗରର ଫାଟକ ସ୍ଥାପିତ ହେଲା। ତାଙ୍କର ସାନ ପୁତ୍ର ସଗୂବର ମୃତ୍ଯୁ ହେଲା।
ସହେି ନେତାମାନେ ବନ୍ଦୀମାନଙ୍କୁ ସାହାୟ୍ଯ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସହେି ଚାରିଜଣ ବ୍ଯକ୍ତି ଇଶ୍ରାୟେଲୀୟ ସୈନ୍ଯଦଳ ଲୁଟି ନଇେଥିବା ବସ୍ତୁସବୁ ପୁନରୁଦ୍ଧାର କଲେ ଓ ନଗ୍ନଥିବା ଲୋକମାନଙ୍କୁ ବସ୍ତ୍ର ନଇେ ଦେଲେ। ସହେି ନେତାମାନେ ସହେି ଲୋକମାନଙ୍କୁ ଜୋତା ମଧ୍ଯ ଦେଲେ। ସମାନେେ ଯିହୁଦାର ବନ୍ଦୀମାନଙ୍କୁ କିଛି ଖାଦ୍ୟ ଓ ପାନୀଯ ଦେଲେ। ସମାନେେ ସହେି ଲୋକମାନଙ୍କ ଶରୀର ରେ ତଲେ ମାଲିସ୍ କଲେ। ଏହାପରେ ଇଫ୍ରଯିମର ସହେି ନେତାମାନେ ଦୁର୍ବଳ ବନ୍ଦୀମାନଙ୍କୁ ଗଧ ଉପରେ ବସାଇଲେ ଓ ଯିରୀହାେ ରେ ଥିବା ସମାନଙ୍କେ ଗୃହ ଓ ପରିବାରକୁ ସମାନଙ୍କେୁ ନଇଗେଲେ। ଯିରୀହାକେୁ 'ଖଜ୍ଜୁର୍ରୀବୃକ୍ଷର ନଗର' ବୋଲି କୁହାଯାଉ ଥିଲା। ଏହାପରେ ସହେି ଚାରିଜଣ ନେତା ଶମରିଯାକୁ ଫରେିଗଲେ।
ଯିରୀହାରେ ଲୋକମାନେ ସମାନଙ୍କେ ପରେ କାମ କଲେ। ଇମ୍ରିର ପୁତ୍ର ସକ୍କୂର ଯିରୀହାରେ ଲୋକମାନଙ୍କ ପରେ କାମ କଲା।
ଯିରୀହାେ ସହରରୁ 345 ଜଣ।