ମାତ୍ର ବନ୍ଦୀତ୍ବରୁ ସନ୍ତାନମାନେ ସହେିପରି କର୍ମ କଲେ। ପୁଣି ଯାଜକ ଏଜ୍ରା ସଇେ ଲୋକମାନଙ୍କୁ ବାଛିଲେ, ଯେଉଁମାନେ ପରିବାରର ମୁଖ୍ଯ ଥିଲେ। ପ୍ରେତ୍ୟକକ ପରିବାରରୁ ଜଣେ ଲଖାେଁଏ ବଛାଗଲେ। ଆଉ ସମାନେେ ଦଶମ ମାସର ପ୍ରଥମ ଦିନ ସହେି ବିଷଯ ଅନୁସନ୍ଧାନ କରିବାକୁ ବସିଲେ।
Cross references
ତବେେ ତୁମ୍ଭେ ବକ୍ସ୍ଟଝିବ, ଖାଜେିବ, ଭଲରୂପେ ପଗ୍ଭରି ବକ୍ସ୍ଟଝିବ। ଯଦି ତାହା ସତ୍ଯ ହକ୍ସ୍ଟଏ ଓ ତକ୍ସ୍ଟମ୍ଭ ମଧିଅରେ ଏପରି ଘୃଣ୍ଯ କର୍ମ କରାୟାଇ ଅଛି,
ତବେେ ତୁମ୍ଭେ ନିଶ୍ଚଯ ସହେି ନଗର ନିବାସୀଙ୍କକ୍ସ୍ଟ ଖଣ୍ତା ରେ ଆଘାତ କରିବ। ପକ୍ସ୍ଟଣି ନଗର ଓ ତହିଁ ମଧ୍ଯସ୍ଥିତ ସମକ୍ସ୍ଟଦାଯ ଓ ତହିଁର ପଶକ୍ସ୍ଟମାନଙ୍କୁ ଖଣ୍ତା ଧାର ରେ ବର୍ଜ୍ଜିତ ରୂପେ ଧ୍ବଂସ କରିବ।
ମୁଁ ଗରିବ ଲୋକର ପିତା ସଦୃଶ ଥିଲି। ମୁଁ ନ ଜାଣିଥିବା ଲୋକକୁ ମଧ୍ଯ ସାହାୟ୍ଯ କରୁଥିଲି। ସମାନଙ୍କେୁ ଅଦାଲତ ରେ ତର୍କ ରେ ଜିତାଇ ଦେଉଥିଲି।
ସେ କହିଲେ, ଆମ୍ଭର ପ୍ରଥା ଯେ କୌଣସି ଲୋକର କଥା ପ୍ରଥମେ ନଶୁଣି ବିଚାର କରିବ ନାହିଁ। ସେ କ'ଣ କରିଛନ୍ତି, ଆମ୍ଭେ ନଜାଣି ତାହାଙ୍କର ବିଚାର କରି ପାରିବା ନାହିଁ।