ଏଜ୍ରା 10:15 · ଓଡ଼ିଆ ବାଇବେଲ
ଏହି କଥା ବିରୁଦ୍ଧ ରେ କବଳେ ଆସା ହେଲର ପୁତ୍ର ଯୋନାଥନ ଓ ତିକ୍ବର ପୁତ୍ର ୟହସିଯ ଉଠିଲେ। ଆଉ ମସୁଲମ୍ ଓ ଲବେୀୟ ଶଦ୍ଦଥଯ ସମାନଙ୍କେର ସାହାୟ୍ଯ କଲେ।
Cross references
ଏଜ୍ରା 10:29
ଆଉ ବାନିର ବଂଶଧରଗଣ ମଧ୍ଯରୁ ମଶୁଲ୍ଲମ୍, ମଲ୍ଲକ ଓ ଅଦାଯା, ଯାଶୂବ୍, ଶାଲ ଓ ଯି ରମୋେତ୍।
ନିହିମିୟା 3:6
ପା ସହରେ ପୁତ୍ର ଯିହାୟୋଦାରଦା ଓ ବିଷୋଦିଯାର ପୁତ୍ର ମଶୁଲ୍ଲମ, ପୁରୁଣା ଫାଟକ ଲଗାଇଲେ। ସମାନେେ ତହିଁର କଢି କବାଟ, କବ୍ଜା ଓ ଅର୍ଗଳ ଲଗାଇଲେ।
ନିହିମିୟା 10:20
ମଗ୍ପୀଯସ, ମଶୁଲ୍ଲମ୍ ଓ ହଷେୀର,
ନିହିମିୟା 11:16
ଲବେୀୟ ପ୍ରଧାନ ବର୍ଗମଧ୍ଯରୁ ଶଦ୍ଦଥଯ ଓ ୟୋଷାବଦ୍ ପରମେଶ୍ବରଙ୍କ ମନ୍ଦିରର ବାହାର କାର୍ୟ୍ଯର ନିରୀକ୍ଷକ ଥିଲେ।
ନିହିମିୟା 12:33
ଆଉ ଅସରିଯ, ଏଜ୍ରା ଓ ମଶୁଲ୍ଲମ୍,