Home Bibles ଯିହିଜିକଲ 45:2 · ଓଡ଼ିଆ ବାଇବେଲ
ଯିହିଜିକଲ 45:2 · ଓଡ଼ିଆ ବାଇବେଲ

ତାହା ମଧ୍ଯରୁ 500 ହାତ ର୍ଦୈଘ୍ଯ ଓ 500 ହାତ ପ୍ରସ୍ଥ ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ନିମନ୍ତେ ରହିବ। ତାହାର ଚତୁର୍ଦ୍ଦିଗ ରେ ପଚାଶ ହାତ ପରିମିତ ଏକ ଖାେଲା ସ୍ଥାନ ରହିବ।

Cross references

ଯିହିଜିକଲ 27:28

ତୁମ୍ଭର ଜାହାଜର କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦ ରେ ସୁଦୂର ଉପନଗର ସମୂହ କମ୍ପିତ ହବେେ।

ଯିହିଜିକଲ 42:15

ମନ୍ଦିରର ଭିତର ପାଖଗୁଡ଼ିକ ମାପି ସାରିଲା ପ ରେ ସେ ପୂର୍ବାଭିମୁଖ ଦ୍ବାରର ପଥଦଇେ ମାେତେ ବାହାରକୁ ଆଣିଲେ ଓ ତାହାର ଚତୁର୍ଦ୍ଦିଗ ମାପିଲେ।

ଯିହିଜିକଲ 42:16

ସେ ପରିମାପକ ନଳଦ୍ବାରା ପୂର୍ବପାଶର୍‌ବ ମାପିଲେ। ଏହା ର୍ଦୈଘ୍ଯ 500 ହାତ ହେଲା।

ଯିହିଜିକଲ 42:20

ସେ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ ପ୍ରାଚୀରଗୁଡ଼ିକୁ ମାପିଲେ। ତାହାର ର୍ଦୈଘ୍ଯ 500 ହାତ ଓ ପ୍ରସ୍ଥ 500 ହାତ ଥିଲା। ସଗେୁଡ଼ିକ ପବିତ୍ର ସ୍ଥାନ ଓ ସାଧାରଣ ସ୍ଥାନଗୁଡ଼ିକୁ ବିଚ୍ଛଦେ କରିବା ପାଇଁ ଥିଲା।

ଯିହିଜିକଲ 43:21

ଏବଂ ତୁମ୍ଭେ ସହେି ପାପାର୍ଥକ ବଳି ବୃଷଭକୁ ନଇେ ପବିତ୍ର ସ୍ଥାନର ବାହା ରେ ମନ୍ଦିରର ନିରୂପିତ ସ୍ଥାନ ରେ ତାହା ଦଗ୍ଧ କରିବ।

Interlinear

Choose Theme