ସେ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ ପ୍ରାଚୀରଗୁଡ଼ିକୁ ମାପିଲେ। ତାହାର ର୍ଦୈଘ୍ଯ 500 ହାତ ଓ ପ୍ରସ୍ଥ 500 ହାତ ଥିଲା। ସଗେୁଡ଼ିକ ପବିତ୍ର ସ୍ଥାନ ଓ ସାଧାରଣ ସ୍ଥାନଗୁଡ଼ିକୁ ବିଚ୍ଛଦେ କରିବା ପାଇଁ ଥିଲା।
Cross references
ତାହାଦ୍ବାରା ତୁମ୍ଭମାନେେ ପବିତ୍ର ଓ ଅପବିତ୍ର, ପୁଣି ଶୁଚି ଓ ଅଶୁଚି ମଧିଅରେ ପ୍ରଭଦେ ସ୍ପଷ୍ଟ ଭାବରେ ଜାଣିପାରିବ।
ମାହେର ପ୍ରିଯତମ ଏକ ହରିଣ ଓ ଏକ ତରୁଣ ମୃଗତୁଲ୍ଯ। ଦେଖ, ସେ ଝରକା ଦଇେ ଅନାଇ ଅଛନ୍ତି, ପ୍ରାଚୀର ପେଛ ଠିଆ ହାଇେଛନ୍ତି। ସେ ଜାଲି ପରତା ବାଟେ ଆପଣାକୁ ଦଖାେଉ ଅଛନ୍ତି।
ହେ ସଦାପ୍ରଭୁ, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭର ପ୍ରତିଷ୍ଠା କରିବି ଓ ତୁମ୍ଭ ନାମର ପ୍ରଶଂସା କରିବି। କାରଣ ତୁମ୍ଭେ ସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ ସମ୍ପାଦନ କରିଛ। ତୁମ୍ଭେ ପୁରାତନ କାଳ ରେ ୟହା କହିଥିଲ, ତାହା ସମ୍ପୂର୍ଣ୍ଣ ସତ୍ଯ ରେ ପରିଣତ ହାଇେଛି। ତୁମ୍ଭେ ଯାହାସବୁ କହିଥିଲ, ତାହାହିଁ ଘଟିଅଛି।
ସଦେିନ, ଯିହୁଦା ଦେଶ ରେ ଏହି ଗୀତ ଗାନ କରାୟିବ। ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି। ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା। ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ ନଗର ତିଆରି କରିବେ।
ତୁମ୍ଭ ଦେଶ ରେ ଦୌରାତ୍ମ୍ଯର କଥା ଓ ତୁମ୍ଭର ସୀମା ମଧିଅରେ ଧ୍ବଂସ ଓ ବିନାଶର କଥା ଆଉ ଶୁଣାୟିବ ନାହିଁ। ତୁମ୍ଭେ ତୁମ୍ଭ ପ୍ରାଚୀର ସମୂହର ନାମ ପରିତ୍ରାଣ' ଓ ତୁମ୍ଭ ନଗରର ଦ୍ବାର ସମୂହର ନାମ ପ୍ରଶଂସା' ରଖିବ।
ଯାଜକମାନେ ମାରେ ବ୍ଯବସ୍ଥା ଅବମାନନା କରିଛନ୍ତି ଓ ସମାନେେ ମାରେ ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସମାନେେ ପବିତ୍ର ଓ ଅପବିତ୍ର ମଧିଅରେ କିଛି ପ୍ରଭଦେ ରଖି ନାହାଁନ୍ତି, ସମାନେେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷଯ ରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସମାନେେ ମାରେ ବିଶ୍ରାମଦିନଗୁଡ଼ିକ ହଯେଜ୍ଞାନ କରନ୍ତି। ଏବଂ ମୁଁ ସମାନଙ୍କେ ପାଖ ରେ ନିକୃଷ୍ଟ ହାଇେଛି।
ମୁଁ ଦେଖିଲି ମନ୍ଦିରର ବାହା ରେ ଚତୁର୍ଦ୍ଦିଗ ରେ ଏକ ପ୍ରାଚୀର ଥିଲା। ଆଉ ସେ ପୁରୁଷଙ୍କ ହସ୍ତ ରେ ଏକ ପରିମାପକ ଦଣ୍ଡ ଥିଲା। ତାହା ଛଅହାତ ଦୀର୍ଘ, ପ୍ରେତ୍ୟକକ ହାତ ଏକହାତ ଚାରି ଅଙ୍ଗୁଳି ପରିମିତ। ତହିଁରେ ସେ ଗୃହର ସ୍ଥୁଳତା ଏକ ଦଣ୍ଡ ଓ ଉଚ୍ଚତା ଏକ ଦଣ୍ଡ ମାପିଲେ।
ସଦାପ୍ରଭୁଙ୍କ ମନ୍ଦିରର ବ୍ଯବସ୍ଥା, ଏହି ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦ୍ଦିଗର ସମୁଦାଯ ସୀମା ମହାପବିତ୍ର ଅଟେ। ଏହାହିଁ ମନ୍ଦିରର ବ୍ଯବସ୍ଥା ଅଟେ।
ଆଉ ମଧ୍ଯ ଯାଜକମାନେ ମାରେ ଲୋକମାନଙ୍କୁ ପବିତ୍ର କି ଅପବିତ୍ର ଆଉ ଶୁଚି ଓ ଅଶୁଚି ମଧିଅରେ ପ୍ରଭଦେ ଶିଖାଇବେ।
ତାହା ମଧ୍ଯରୁ 500 ହାତ ର୍ଦୈଘ୍ଯ ଓ 500 ହାତ ପ୍ରସ୍ଥ ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ନିମନ୍ତେ ରହିବ। ତାହାର ଚତୁର୍ଦ୍ଦିଗ ରେ ପଚାଶ ହାତ ପରିମିତ ଏକ ଖାେଲା ସ୍ଥାନ ରହିବ।
ଆଉ 25,000 ହାତ ର୍ଦୈଘ୍ଯ ଓ 5,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଅବଶିଷ୍ଟ ରହିବ ତାହା ସର୍ବସାଧାରଣ ବ୍ଯବହାର, ନଗର, ବସତିସ୍ଥାନ ଓ ଚାରଣ ଭୂମି ନିମନ୍ତେ ରହିବ ଓ ତାହାର ମଧ୍ଯସ୍ଥାନ ରେ ନଗର ରହିବ।
ସମୁଦାଯ ଉପହାର ଭୂମିର ର୍ଦୈଘ୍ଯ 25,000 ହାତ ଓ ପ୍ରସ୍ଥ 25,000 ହାତ ହବେ। ସ୍ବତନ୍ତ୍ର ବ୍ଯବହାର ନିମନ୍ତେ ଏହି ଭୂମିକୁ ବ୍ଯବହାର କରାୟିବ। ସେଥିରୁ ଏକ ଭାଗ ଯାଜକମାନଙ୍କ ନିମନ୍ତେ, ଏକ ଭାଗ ଲବେୀୟମାନଙ୍କ ନିମନ୍ତେ ଓ ଏକ ଭାଗ ନଗର ନିମନ୍ତେ ରହିବ।
ସମୟ ଆସିବ ଯେତବେେଳେ ତୁମ୍ଭର କାନ୍ଥ ପୁଣି ନିର୍ମିତ ହବେ। ସେତବେେଳେ ତୁମ୍ଭ ରାଜ୍ଯ ଉନ୍ନତି କରିବ।
ସଦାପ୍ରଭୁ କୁହନ୍ତି, 'ଆମ୍ଭେ ତା'ର ଚତୁର୍ଦ୍ଦିଗ ରେ ତା'ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ଯ ହବୋ। ଆମ୍ଭେ ତାକୁ ଆମ୍ଭର ମହିମା ରେ ପୂର୍ଣ୍ଣ କରିବା।'
ତା' ଛଡା ତୋର ଓ ଆମ୍ଭ ମଝି ରେ ଗୋଟିଏ ବଡ ଖାତ ଅଛି। ତୋତେ ସାହାୟ୍ଯ କରିବା ପାଇଁ ସହେି ଖାତକୁ କହେି ପାରି ହାଇେ ଯାଇ ପାରିବେ ନାହିଁ।' ଏବଂ ସହେି ସ୍ଥାନ ଛାଡି କହେି ଏଠାକୁ ଆସି ପାରିବେ ନାହିଁ।
ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11
ସେ ଦୂତ ମାେତେ ଆତ୍ମା ଦ୍ବାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନଇଗେଲେ। ସେ ମାେତେ ପବିତ୍ର ନଗରୀ ୟିରୁଶାଲମ ଦଖାଇେଲେ। ମୁଁ ସହେି ନଗରୀକୁ ପରମେଶ୍ବରଙ୍କ ପାଖରୁ ସ୍ବର୍ଗରୁ ଆସିବାର ଦେଖିଲି।